ଗୋରୁଗାଇଙ୍କ ଖାଦ୍ୟରୁଚି ପରିବର୍ତନ

ଦେଶରେ ଗୋ ମହିଁଷାଦି ଆଦି ଗୃହ ପାଳିତ ପଶୁ ସଂପଦ ସଂଖ୍ୟା ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବୃଦ୍ଧି ପାଇଥିବା ଏକ ସୁଖଦ ଖବର ହେଇଥିବା ବେଳେ ଆଉ ଏକ ଦୁଃଖଦ ତଥା ଉଦବେଗ ଜନକ ଖବର ହେଉଛି, ଗୋମାତା ରୁପେ ପୁଜିତ ଗାଇ ଆମିସ ଖାଇବା, ଏଭଳି ଏକ ଚିନ୍ତା ଜନକ ତଥା ବିସ୍ମୟ ଜନକ ରିପୋର୍ଟ ମିଳିଛି

କେନ୍ଦୁପତ୍ର ଭର୍ତ୍ତି ଟ୍ରକ୍ ଜବତ୍

ବାଲେଶ୍ୱର: ବନ ବିଭାଗ ପକ୍ଷରୁ ଚାନ୍ଦିପୁର ରେଞ୍ଜ ଅଫିସର ସୁକୁମାର ଦାସଙ୍କ ନେତୃତ୍ୱରେ ଆଜି ଚଢ଼ଉ ହୋଇ କେନ୍ଦୁପତ୍ର ଭର୍ତ୍ତି ଏକ ଟ୍ରକ୍ ଜବତ୍ କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର ଟିମ୍ ଏହି ଚଢ଼ଉ କରିଥିଲା । ୬୦ନଂ

ଆଳୁ ପିଆଜର ଅହେତୁକ ମୂଲ୍ୟବୃଦ୍ଧି

କେନ୍ଦ୍ରାପଡା: କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ ଓ ପିଆଜକୁ ବାଦ ଦେବା ପରେ ଏହାର ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିବା ଦେଖାଯାଇଛି । ବର୍ତ୍ତମାନ ବଜାରରେ ଆଳୁ କିଲୋ ପ୍ରତି ୩୫ଟଙ୍କା ଦରରେ ବିକ୍ରୀ କରାଯାଉଥିବା ବେଳେ ପିଆଜର କିଲୋ ପ୍ରତି ଦର ୩୦ଟଙ୍କାରେ ପହଁଚିଛି ।

ବାଲେଶ୍ୱରରେ ଦିନକରେ ଚିହ୍ନଟ ୧୩୩ ପଜିଟିଭ୍

ବାଲେଶ୍ୱର: ଓଡ଼ିଶାରେ ବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କ ପାଇଁ ଉଦ୍ବେଗର ବିଷୟ ହୋଇଛି । ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେ ପହଞ୍ଚିବା ପରେ କ୍ରମହ୍ରାସମାନ ଅବସ୍ଥାରେ ଏହା କମିବ ବୋଲି ଜଣାପଡ଼ିଛି । ତେବେ ସରକାରଙ୍କ ପକ୍ଷରୁ

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୧୦ବଖରା

ଭୁବନେଶ୍ୱର: ପିପିଲି ବ୍ଲକର ସହଜପୁର ପଂଚାୟତ ଅଧିନସ୍ଥ ସୁହାଗପୁର ଗ୍ରାମରେ ଛତୁ କମ୍ପାନିରେ କୈାଣସି କାରଣରୁ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଫାଟି ଯିବାରୁ ୧୦ ବଖରା ଘର ସମ୍ପୁର୍ଣ୍ଣ ଜଳିଯାଇଛି । ମିଳିଥିବା ସୁଚନାନୁଯାଇ ଆଜି ଦିବା ୧୧.୪୦ ସମୟରେ ସୁହାଗପୁର ଗ୍ରାମର ଲକ୍ଷ୍ମଣ ବସ୍ତିଆଙ୍କ

କରୋନା ପାଇଁ ବଢି ଚାଲିଛି ଋଣ ଭାର

ନୂଆଦିଲ୍ଲୀ: କରୋନା ପାଇଁ ଖାଲି ସାଧାରଣ ଲୋକ ନୁହେଁ ସରକାର ମଧ୍ୟ ଅଡୁଆରେ । ଅର୍ଥ ମନ୍ତ୍ରାଣଳୟର ରିପୋର୍ଟରୁ ଏହି ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ, ଜୁନ୍ ୨୦୨୦ ଶେଷ ସୁଦ୍ଧା ୧୦୧୦୧.୩ ଲକ୍ଷ କୋଟିକ କରଜ ବୃଦ୍ଧି ପାଇଛି । ମାର୍ଚ୍ଚ ୨୦୨୦ ସୁଦ୍ଧା ଏହି ଋଣ ୯୪.୬ ଲକ୍ଷ କୋଟି ଟଙ୍କା

ଅମାନିଆ ସାବାଡ: ଭିଡ଼ କମୁଛି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ନିର୍ଦ୍ଦେଶ ପରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବେଶ୍ ତତ୍ପରତା ଦେଖାଇଛି କମିଶନରେଟ ପୋଲସି । କଟକ, ଭୁବନେଶ୍ୱର ଦ୍ୱୈତନଗରୀରେ ଯାଂଚ ଓ ଚଢ଼ାଉକୁ ଜୋରଦାର କରାଯାଇଥିବାବେଳେ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି ।

ମହିଳାଙ୍କୁ ହତ୍ୟା ନା ଆତ୍ମହତ୍ୟା!

ଭୁବନେଶ୍ୱର: ଶନିବାର ସକାଳେ ତମାଣ୍ଡୋ ଥାନାରେ କାର୍ଯ୍ୟରତ ହାବିଲଦାର ବିଜୟ ଗୋଚ୍ଛାୟତଙ୍କ ଘରୁ ତାଙ୍କ ବୋହୂ ବନ୍ଦନା ଜେନାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି । ବନ୍ଦନାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଫ୍ୟାନ୍ରେ ଝୁଲାଇ ଦିଆଯାଇଛି ବୋଲି ଅଭିଯୋଗ

୩ ଛେଳି ଚୋରକୁ ପୋଲିସ ଜିମାଦେଲେ ଗ୍ରାମବାସୀ

ପୁରୀ: ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅନ୍ତର୍ଗତ କୁଅଁରପୁର ଗ୍ରାମ ଠାରେ ୩ଜଣ ଦୁର୍ବୁତ ଏକ ନମ୍ବର ବିହିନ କାରରେ ଛେଳି ଚୋରୀ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନିୟ ଲୋକଙ୍କ ହାତରେ ଧରାପଡି ନିସ୍ତୁକ ଛେଚିଚା ସହ ପୁଲିସ ଜିମା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଅପରାହ୍ନରେ କୁଅଁରପୁର

ଅକ୍ଟୋବର ୧ରୁ ଖୋଲିବ ଭିତରକନିକା

ରାଜନଗର: କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲପସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ଅକ୍ଟୋବର ୧ରୁ ଖୋଲିବ । ହେଲେ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଛି । କେବଳ ଡାଙ୍ଗମାଳରେ ରାତ୍ରିଯାପନ ପାଇଁ ବୁକିଂ କରିଥିବା ପର୍ଯ୍ୟଟକ ଭିତରକନିକା ପରିଭ୍ରମଣ କରିପାରିବେ ବୋଲି