କୋଭିଡ କମାଇଲା ୯ ବର୍ଷ ଯାଏ ଜୀବନ ଧାରଣ କ୍ଷମତା

ନୂଆଦିଲ୍ଲୀ: କରୋନା ଭୂତାଣୁ ଲୋକମାନଙ୍କର ଜୀବନଧାରଣ କ୍ଷମତା ଯଥେଷ୍ଟ ପ୍ରଭାବିତ କରିବ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି । ଏହି ଘାତକ ଭୂତାଣୁର ପ୍ରକୋପ ଯୋଗୁଁ ପୃଥିବୀର ବିଭିନ୍ନ ସ୍ଥାନରେ ଲୋକଙ୍କର ଜୀବନ ଧାରଣ କ୍ଷମତା ଏକରୁ ନଅ ବର୍ଷ ଯାଏ କମିଯିବ ବୋଲି ଅତି କମ୍ରେର ତିନିଟି ଦେଶର

କୋଭିଡ୍ ପରିଚାଳନା ପାଇଁ ଓଡ଼ିଶାକୁ ମିଳିଛି ୮୦୨ କୋଟି

ନୂଆଦିଲ୍ଲୀ: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେଲା ଦୈନିକ ୪ ହଜାରରୁ ଉଦ୍ଧ୍ୱର୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଇତିମଧ୍ୟରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦ରେ ପହଂଚିଥିଲାଣି । ଏଭଳି ସ୍ଥିତିରେ କୋଭିଡ

ଅଧାରୁ ବନ୍ଦ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଚଳିତ ମୌସୁମୀ ଅଧିବେଶନ କାଟଛାଂଟ ହେବ । ଖୁବଶୀଘ୍ର ଅଧିବେଶନ ବନ୍ଦ ହୋଇଯିବ । ସଂକ୍ରମଣ ବଢ଼ିବାରୁ ଏବଂ ପ୍ରାୟ ୩୦ ଜଣ ସାଂସଦ କରୋନା ସଂକ୍ରମିତ ହୋଇଥିବାରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି । ସନ୍ଧ୍ୟାରେ ଗୃହକାର୍ଯ୍ୟ ପରିଚାଳନା ପରାମର୍ଶଦାତା କମିଟି ବୈଠକରେ ବିରୋଧୀ ଦଳ ସହ

ଦେଶର ୧୦୦ ଆଇଟିଆଇ ମଧ୍ୟରେ ରାଜ୍ୟର ୧୧ଟି

ଭୁବନେଶ୍ୱର: ଓଡ଼ିଶା ଖଣିଜ ଅଂଚଳ ଉନ୍ନୟନ ନିଗମ (ଓମ୍ବାଡ୍ସି) ପାଣ୍ଠିରେ ଭିତିଭୂମି ବିକାଶ କରାଯାଉଥିବା ଜିଲ୍ଲାମାନଙ୍କରେ ଉତ୍କର୍ଷ ବୈଷୟିକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର (ସେଂଟର୍ ଅଫ୍ ଏକ୍ସଲେନ୍ସ୍) ପ୍ରତିଷ୍ଠା ହେବ । ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ

ବାଘ ମୁଣ୍ଡ , ଛାଲ, ବାରହା ମାଂସ ସହ ବଜ୍ରକାପ୍ତା କାତି ଜବତ ; ୩ ଅଟକ

ନୂଆପଡ଼ା : ନୂଆପଡ଼ା ଜିଲା ଟିପାଝର ଗାଁରେ ବନ ବିଭାଗ ଚଢାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ବାଘ ମୁଣ୍ଡ ଓ ଛାଲ, ବାରହା ମାଂସ, ବଜ୍ରକାପ୍ତା କାତି ଜବତ କରିଛି ବୋଲି ରବିବାର ଜଣାପଡ଼ିଛି। ଏହାସହ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଅଟକ ରଖି ବନବିଭାଗ ପଚରାଉଚରା ଜାରି ରଖିଛି। ଘଟଣା ବିଷୟରେ ଅଧିକ ଖବର

ବଲିଉଡରେ ପୁଣି ବିବାଦ : ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ପାୟଲ ଘୋଷ

ମୁମ୍ବଇ : ବିବାଦ ବଲିଉଡର ପିଛା ଛାଡୁନାହିଁ ।  କଙ୍ଗନା ଉପାଖ୍ୟାନର ଅନ୍ତ ଘଟି ନ ଥିବା ବେଳେ,  ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ପାୟଲ ଗତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ କରି ନ୍ୟାୟ ପାଇଁ

ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣକୁ ରୋକିବା ଲାଗି ସ୍ୱତନ୍ତ୍ର ବିଧେୟକ ଶନିବାର ରାଜ୍ୟସଭାରେ ଗୃହୀତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଆଗତ କରିଥିବା ବିଧେୟକ ମହାମାରୀ ରୋଗ (ସଂଶୋଧନ) ବିଧେୟକ ୨୦୨୦ ସର୍ବସମ୍ମତିକ୍ରମେ

ରାଜ୍ୟସଭାରେ କୃଷି ବିଲ୍ ଆଗତ : ବିଜେଡି ସମେତ ବିଭିନ୍ନ ଦଳର ବିରୋଧ

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରବିବାର ରାଜ୍ୟସଭାରେ କୃଷି ସମ୍ବନ୍ଧୀୟ ୩ଟି ବିଲ୍ ଆଗତ କରିଛନ୍ତି । ସଂସଦର ମୌସୁମୀ ଅଧିବେଶନର ସପ୍ତମ ଦିନ। ପୁରୁଣା ସହଯୋଗୀମାନଙ୍କ ଅସନ୍ତୋଷ ତଥା ଚାଷୀଙ୍କ ସମେତ ବିରୋଧୀଙ୍କ ଦଳର ପ୍ରବଳ ବିରୋଧ ସତ୍ତ୍ବେ

ରେଭେନ୍ସା ବିଶ୍ୱବିଦ୍ୟାଳୟ ନୂଆ କୁଳସଚିବ ନିଯୁକ୍ତି ପାଇଁ ସୁପାରିସ

ଭୁବନେଶ୍ବର : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳସଚିବ ନିଯୁକ୍ତି ପାଇଁ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ବିଭାଗ ପକ୍ଷରୁ ନୂତନ କୁଳସଚିବ ନିଯୁକ୍ତ କରିବା ପାଇଁ ରାଜଭବନକୁ ସୁପାରିସ କରାଯାଇଛି। କେନ୍ଦୁଝରର ଅତିରିକ୍ତ ଜିଲାପାଳ

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ; ୧୦ ଜିଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି

ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୩ ଦିନ ଯାଏଁ ଅଧିକାଂଶ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୭ଟି ଜିଲା ଓ ଆସନ୍ତାକାଲି ୧୦ ଜିଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ମୟୁରଭଞ୍ଜ, ବାଲେଶ୍ୱର ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ,