ଉତରପୂର୍ବ ଉପକୂଳରେ ଲଘୁଚାପ ସୃଷ୍ଟି: ଆସନ୍ତାକାଲି ପ୍ରବଳ ଛେଚିବ

ଭୁବନେଶ୍ୱର- ବଙ୍ଗୋପସାଗରର ଉତରପୂର୍ବ ଉପକୂଳରେ ସୃଷ୍ଟ ଲଘୁଚାପ ଯୋଗୁଁ ଆସନ୍ତାକାଲି ଠାରୁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋବ । ଭୁବନେଶ୍ୱର ଆଂଚିଳିକ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି । ଜଗତସିଂହପୁର, ଦେବଗଡ, ଖୋର୍ଦ୍ଧା, କଳାହାଣ୍ଡି, କେନ୍ଦୁଝର,

ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ଥିରେ ସଂକ୍ରମିତ ହେଉଛି ଭାଇରସ

ନୂଆଦିଲ୍ଲୀ- ଦେଶରେ କରୋନା ସଂକ୍ରମଣ ଯେଉଁ ହାରରେ ବୃଦ୍ଧି ପାଉଛି ଆରେଗ୍ୟ ହାର ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଉଛି । କିନ୍ତୁ ଯେଉଁ ମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ସେମାନଙ୍କ ଠାରେ ପୁଣି ଥିରେ କରୋନା ଭାଇରସ ଦେଖିବାକୁ ମିଳିଛି । ନଏଡାର ଦୁଇ ଏବଂ ମୁମ୍ବାଇର ୪ ଜଣ ସ୍ୱାସ୍ଥ୍ୟ

ଚିଲିକା ଓ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ୪.୭ କୋଟି

ଭୁବନେଶ୍ୱର- ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଓ ଓଡିଶାର ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷାଣବେକ୍ଷଣ ପାଇଁ ବିଗତ ୨ ବର୍ଷରେ ମୋଦୀ ସରାକର ୪,୭ କୋଟି ଟଙ୍କା ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ

କୋଭିଡ୍‍ ପରିଚାଳନା ପାଇଁ ଓଡ଼ିଶାକୁ ମିଳିଛି ୮୦୨ କୋଟି ଟଙ୍କା

ନୂଆଦିଲ୍ଲୀ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ମୋଟ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦ରେ ପହଞ୍ଚିଛି। ତେବେ କୋଭିଡ୍‍ ପରିଚାଳନା ପାଇଁ କେନ୍ଦ୍ର ସରକାର ରାଜ୍ୟ ସହାୟତା‌ ଦେବାରେ ହେଳା କରି ନାହାନ୍ତି। ଗତ ଅଗଷ୍ଟ

ଆନ୍ତରାଜ୍ୟ ବସ ଟର୍ମିନାଲ ହେବ ବରମୁଣ୍ଡା ବସଷ୍ଟାଣ୍ଡ

ଭୁବନେଶ୍ୱର- ଆନ୍ତରାଜ୍ୟ ବସ ଟର୍ମିନାଲ ହେବ ବରମୁଣ୍ଡା ବସଷ୍ଟାଣ୍ଡ । ଏହି ଟର୍ମିନାଲ ପାଇଁ ବିଡିଏ ପକ୍ଷରୁ ଆଜିଠାରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ୧୫.୦୫ ଏକର ସ୍ଥାନରେ ଏହି ଟିର୍ମନାଲ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ବିଦ୍ୟୁତ ଶକ୍ତି, ଅଗ୍ନିନିର୍ବାପକ ଯନ୍ତ୍ର ସହ

ସୁସ୍ଥତା ହାରରେ ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ- ଦେଶବାସୀଙ୍କ ପାଇଁ ବଡ ଆଶ୍ୱସ୍ତିର ଖବର । ଆରେଗ୍ୟ ହାରରେ ଆମେରିକାକୁ ପଛରେ ପକାଇଛି ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶରେ ଆରୋଗ୍ୟ ହାର ୪୨ ଲକ୍ଷରୁ ଅଧିକ ଅତିକ୍ରମ କରିଛି । ଦୈନିକ ସର୍ବାଧିକ କରୋନା ଟେଷ୍ଟିଙ୍ଗ ଯୋଗୁଁ ଆରେଗ୍ୟ

ମା’ କୁ ଦୁଇ ନାବାଳକ ପୁଅ ହତ୍ୟା ଘଟଣା : ୯ବର୍ଷ ହେଲା ଜେଲରେ ସଜା କାଟୁଛି ବାପା

ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅଂଚଳରେ ମାଆକୁ ଦୁି ପୁଅ ହତ୍ୟା ଘଟଣାରେ ଆସିଛି ଆଉ ଏକ ନୂଆମୋଡ । ଦୁଇ ଦିନ ଧରି ନାବାଳକଙ୍କ ବାପାଙ୍କୁ ଯୋଗାଯୋଗ କରି ନୟାନ୍ତ ହୋଇ ପଡିଥିବା କମିସନରେଟ ପୁଲିସକୁ ମିଳିଛି ନୂଆ ତଥ୍ୟ । ଦୁଇ ନାବାଳକଙ୍କ ବାପା ନିହାର ରଞ୍ଜନ ପ୍ରଧାନ ଗତ ୯ବର୍ଷ ହେବ ଏକ ହତ୍ୟା

ଜାମ୍ମୁକାଶ୍ମରୀ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା

ଶ୍ରୀନଗର- ଜାମ୍ମୁକାଶ୍ମୀର ଲେଫ୍ଟନାଂଟ ଗଭର୍ଣ୍ଣର ମନୋଜ ସିଂହା ୧୩୫୦କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ବ୍ୟବସାୟୀଙ୍କ କାରବାରକୁ ସୁଗମ କରିବା ପାଇଁ ଏହା ଆତ୍ମନିର୍ଭର ଭାରତ ଏବଂ ଆମେ ନେଇଥିବା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରୁ ଅନ୍ୟତମ ବୋଲି ସେ କହିଛନ୍ତି ।

ଏଜିଟି ଫାଇନାଲ୍‌ରେ ଓଡ଼ିଆ ପୁଅ ସୁମନ୍ଥ

ଭୁବନେଶ୍ୱର: ଆମେରିକା ଗଟ୍ ଟ୍ୟାଲେଂଟ (ଏଜିଟି) ରେ କମାଲ କରୁଛନ୍ତି ଓଡ଼ିଆ ପୁଅ ସୁମନ୍ଥ । କୋଲକତାର ନିଜ ଯୋଡ଼ି ସୋନାଲିଙ୍କ ସହ ସୁମନ୍ଥ ସାଲସା ଓ ହିପହପ ନୃତ୍ୟ ସମଗ୍ର ବିଶ୍ୱକୁ ଚକିତ କରିଛି । ଏଜିଟି ଭଳି ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଏହି ଯୋଡ଼ି କଡା ଟକ୍କର ଦେଇ କ୍ୱାଟର ଓ

ଦିନକରେ ୯୩ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଗତ ୨୪ ଘଂଟାରେ ୯୩,୩୩୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩,୦୮,୦୧୪ରେ ପଂହଚିଛି । ବର୍ତମାନ ମୋଟେ ୧୦,୧୩,୯୬୪ ସକ୍ରିୟ