ପ୍ରଥମେ ବନ୍ଧା ହେଲେ ଏବେ ନିଲମ୍ବିତ
ବଲାଙ୍ଗିର- ଜିଳ୍ଲାପାଳ କ୍ଷମତା ଦେଖିଇ ଆଦିବାସୀଙ୍କ ଘର ଭାଙ୍ଗିବା ଅଭିଯୋଗରେ ପ୍ରଥମେ ବନ୍ଧା ହେଲେ ଓ ଏବେ ନିଲମ୍ବିତ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ସାଲେଭଟା ପଂଚାୟତ ସରପଂଚ ହେମକାନ୍ତି ମୁଣ୍ଡା । ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ କ୍ରମେ ପଂଚାୟତ ରାଜ ବିଭାଗ ନିଲମ୍ବନ!-->…