ବେଆଇନ ପାର୍କିଂ : ଚଢାଉ ଜୋରଦାର

ଭୁବନେଶ୍ୱର: ବେଆଇନ ପାର୍କିଂକୁ ନେଇ ପୁଣି ଥରେ ଚଢ଼ଉ ଜୋରଦାର ହୋଇଛି । ପୂର୍ବରୁ କୋଭିଡ କଟକଣା ନେଇ କୋହଳ କରାଯାଇଥିବା ବେଳେ ଏବେ କୋଭିଡ କଟକଣା କୋହଳ ହୋଇଛି । ହେଲେ ଲୋକମାନେ ଅଭ୍ୟାସ ଛାଡ଼ି ନାହାନ୍ତି । କିଛି ଦିନ ସଚେତନ କରିବା ପରେ କମିସନରେଟ୍ ଟ୍ରାପିକ୍ ପକ୍ଷରୁ ଚଢ଼ଉ ଜୋରଦାର

ସବୁ ସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ : ରାଜନାଥ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ ଲୋକସଭାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତ୍ତି ରଖିଛନ୍ତି। ଲଦାଖ ପରିସ୍ଥିତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରର ରାଜନାଥ ସିଂହ ଗୃହକୁ ଜଣାଇବା ସହିତ କହିଲେ ଆମେ ଶାନ୍ତି ଚାହୁଁଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ-ଭାରତ

ପ୍ରଭାସଙ୍କ କଥାକୁହା ଆଖି

ବାହୁବଳୀ ପ୍ରଭାସ ଅନ୍ୟ ଏକ ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଟି-ସିରିଜ୍‌ର ଭୂଷଣ କୁମାରଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ରାମଙ୍କ ଚରିତ୍ରରେ ପ୍ରଭାସ ଅବତୀର୍ଣ୍ଣ, ସୀତାଙ୍କ ଭୂମିକାରେ ଦୀପିକା

ଆମ୍ବୁଲାଲ୍ସକୁ ଧକ୍କା ଦେଲା ବାଇକ, ଦୁର୍ଘଟଣା ସ୍ଥଳରେ ବାଇକ ସହ ଜଳିଗଲେ ଆରୋହୀ

ନୟାଗଡ଼: ନୟାଗଡ ଜିଲା ଦଶପଲ୍ଲାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବାଇକ ଆରୋହୀ ଏକ ଆମ୍ବୁଲାନ୍ସକୁ ଧକ୍କା ଦେବାପରେ ବାଇକ ସହ ଜୀବନ୍ତ ଧଗ୍ଧ ହୋଇଯାଇଛନ୍ତି। ଘଟଣା ସ୍ଥଳରେ ବାଇକ ଆରୋହୀ ଜଣଙ୍କ ଜାଳିଯାଇ ମୃତ୍ୟୁବରଣ କରିଛନ୍ତି।

ଝାରପଡ଼ା ଜେଲରେ ବିଚାରଧୀନ କଏଦୀ ମୃତ ; ମୃତ୍ୟୁ ପରେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଚିଟଫଣ୍ଡ ମାମଲାରେ ସେ ୨୦୧୯ରୁ ଜେଲରେ ଥିଲେ।ସୂଚନା ଅନୁଯାୟୀ , କିଛି ଦିନ ତଳେ ତାଙ୍କୁ ଜ୍ୱର ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ

ସଂସଦୀୟ ଢ଼ାଞ୍ଚାରେ ହେବ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ। ଏ ନେଇ ମଙ୍ଗଳବାର ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି  ଅଧିବେଶନ ଅକ୍ଟୋବର ୭

ଓଲଟିଲା ଚାଉଳ ବୋଝେଇ ଟ୍ରକ ; ଲୋକେ ବୋହିଲେ ଚାଉଳ ବସ୍ତା

ବିହାର : ବିହାରର ହାଜିପୁର ୩୨୨ ଜାତୀୟ ରାଜପଥରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ଯାଇ ରାସ୍ତା ଯାକ ବିଛାଇ ହୋଇ ପଡିବା ପରେ ଏହା ଲୁଟ କରିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକ ବସ୍ତାକୁ ନେଇ ପଳାଉଥିବା ବେଳେ ତାଙ୍କୁ ଅଟକାଇଥିଲା।ଏହି ଘଟଣା ରବିବାର

ବେଜିଂକୁ ଝଟ୍‌କା : ଚୀନ୍‌କୁ ଛାଡ଼ି ଭାରତ ସହ ସଂପର୍କ ଦୃଢ଼ କଲା ଜର୍ମାନୀ

ବର୍ଲିନ୍‌ : ବିଶ୍ବକୁ କରୋନା ଭୂତାଣୁ ବାଣ୍ଟିଥିବା ଚୀନ୍‌କୁ ବିଶ୍ବାସ କରିହେବନି। ଏଠାରେ ଗଣତନ୍ତ୍ର ବିପନ୍ନ, ମାନବାଧିକାର କ୍ଷୁଣ୍ଣ ଏବଂ ଏହା ଅନ୍ତର୍ଜାତୀୟ ରାଜିନାମାକୁ ସମ୍ମାନ ମିଳେନି। ତେଣୁ ଏଭଳି ବିଶ୍ବାସଘାତକ ଚୀନ୍‌କୁ କୂଟନୈତିକ ଝଟ୍‌କା ଦେଇଛି ଜର୍ମାନୀ। ଚୀନ୍‌ ସହିତ ୫୦

ଖୁବ ଶୀଘ୍ର ଟିକଟକର ବିକଳ୍ପ ଆଣିବ ୟୁଟ୍ୟୁବ ଓ ଫେସବୁକ

ନୂଆଦିଲ୍ଲୀ: ଭାରତରେ ଲୋକପ୍ରିୟ ଚାଇନିଜ୍ ଆପ୍ ଟିକଟକ୍ ଉପରେ ନିଷେଧାଦେଶ ଦିଆଯିବା ପରେ ବର୍ତ୍ତମାନ ଟିକଟକର ବିକଳ୍ପ ଭାବେ ଅନେକ ଆପ ପ୍ଲେ ଷ୍ଟୋରେ ଉପଲବ୍ଧ ଅଛି।  ୟୁଟ୍ୟୁବ୍ ଏବଂ ଫେସବୁକ୍ ମଧ୍ୟ ଏହାର ବିକଳ୍ପ ଆଣିବାକୁ ଯାଉଛନ୍ତି। ବର୍ତ୍ତମାନ ୟୁଟ୍ୟୁବ୍ ଏହାର ବିକଳ୍ପ ଭାବରେ ‘ସର୍ଟସ୍’

ଅଷ୍ଟ୍ରେଲିଆ କ୍ରିକେଟ୍‍କୁ ଦର୍ଶକ ଫେରିବେ

ମେଲ୍‌ବୋର୍ଣ୍ଣ : ମାର୍ଚ୍ଚରେ ସାରାବିଶ୍ୱ ମହାମାରୀ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରଥମଥର ପାଇଁ ଆନ୍ତର୍ଜାତିକ କ୍ରିକେଟ୍‍ ମ୍ୟାଚ୍‍ ଦେଖିବାକୁ ଯାଉଛନ୍ତି ଦର୍ଶକ। କ୍ରିକେଟ୍‍ ଅଷ୍ଟ୍ରେଲିଆ ଚଳିତମାସ ଷ୍ଟାଡିୟମ୍‍ର ଗ୍ୟାଲେରୀକୁ କିଛି ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦେବାକୁ