ଡ୍ରଗ୍ସ ମାମଲାରେ କରଣ ଜୋହରଙ୍କ ୨୦୧୯ ପାର୍ଟି ଚର୍ଚ୍ଚାରେ; ଫଟୋ ଓ ଭିଡିଓ ଯାଞ୍ଚ କରିପାରେ ଏନ୍‍ସିବି

ମୁମ୍ବଇ: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁାାନ୍ତ ସିଂହ ରାଜପୁତ ମୃତୁ୍ୟ ମାମଲା ଏକ ଭିନ୍ନ ମୋଡ଼ ନେଇ ଏବେ ଡ୍ରଗ୍ସ ସହ ଯୋଡିହୋଇଯାଇଛି । ଯାହା ଦ୍ୱାରା ବଲିଉଡ଼ର ଆନେକ ତାରକାଙ୍କ ବେକ ଉପରେ ଏବେ ଖଣ୍ଡା ଝୁଲିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କୌଣସି ନା କୌଣସି କାରଣରୁ ବଲିଉଡ଼ ଶିଳ୍ପ

ଜାତୀୟ ହିନ୍ଦୀ ଦିବସରେ ପ୍ରଧାନମନ୍ତ୍ରୀ ଓ ଗୃହମମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଛା

ନୂଆଦିଲ୍ଲୀ- ହିନ୍ଦୀ ଭାଷକୁ ବିକାଶ କରିଥିବା ଭାଷା ବିଜ୍ଞାନୀମାନଙ୍କୁ ଜାତୀୟ ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଶୁଭେଛା ଜଣାଇା ସହ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି । ବର୍ତମାନ ଦେଶରେ ହିନ୍ଦୀ ଭାଷାର ପ୍ରଚାର, ପ୍ରସାର ଅଧିକ ମାତ୍ରାରେ

ହିନ୍ଦୀ ଦିବସ

ପ୍ରତି ବର୍ଷ 14 ସେପ୍ଟେମ୍ବରରେ ପାଳନ କରାଯାଏ ‘ ହିନ୍ଦୀ ଦିବସ’ । ୧୯୪୯ ସେପ୍ଟେମ୍ବର ଏହି ଦିନରେ , ହିନ୍ଦିକୁ ଭାରତର ରାଜ ଭାଷା ବନାଇବା ପାଇଁ ସମ୍ବିଧାନ ସଭାରେ ନିଷ୍ପତି ନିଆଯାଇଥିଲା । ଉକ୍ତ ମହତ୍ୱପୂର୍ଣ୍ଣ ନିଷ୍ପତିର ପ୍ରତିପାଦନ ତଥା ପ୍ରତି କ୍ଷେତ୍ରରେ ଏହି ଭାଷାର ସମ୍ପ୍ରସାରଣ

ଖୁବ ଶୀଘ୍ର ଘୋଷଣା ହୋଇପାରେ ବିହାର ବିଧାନସଭା ନିର୍ବାଚନ ତାରିଖ

ବିହାର- ବିହାର ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ପାଇଁ ଦୁଇ ନିର୍ବାଚନ କମିଶନର ସଦସ୍ୟ ଆଜି ବିହାର ଗ୍ରସ୍ତ କରିଛନ୍ତି । ଡେପୁଟି ନିର୍ବାଚନ କମିଶନର ସୁଦୀପ ଜେନ ଓ ଚନ୍ଦ୍ରଭୂଷଣ କୁମାର ଦୁଇ ଦିନିଆ ଗ୍ରସ୍ତରେ ଯାଇଛନ୍ତି । ନିର୍ବାଚନର ପ୍ରସ୍ତୁତି ଉପରେ ସେଠାରେ ଏକ ବୈଠକ

ଦେଶରେ ୯୨ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ ଆଜି ଗୋଟିଏ ଦିନରେ ୯୨ ହଜାର୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮,୪୬,୪୨୭କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଏାମନଙ୍କ ମଧ୍ୟରୁ ୩୭,୮୦,୧୦୭ ସୁସ୍ଥ

କଙ୍ଗନା ରଣୱାତ ନିଜ ଘର ମନାଲିକୁ ଫେରିଲେ

ମୁମ୍ବାଇ- ବଲିଓଡ ଅଭିନେତ୍ରୀ କଙ୍ଗନା ରଣୱାତ ତାଙ୍କ ଘର ମନାଲିକୁ ଫେରିବାରେ ପରେ ମହାରାଷ୍ଟ୍ର ସରକାରଙ୍କ ବିବାଦ ଅଧିକ ଜଟିଳ ହେବାରେ ଲାଗିଛି । ମୁମ୍ବାଇରେ ଶିବସେନା ପକ୍ଷରୁ ତାଙ୍କ ଅଫିସ ବେଆଇଭାବେ ନିର୍ମାଣ ହୋଇଥିବା ଦର୍ଶାଇ ଭାଙ୍ଗିବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିବା ପାଇଁ ଧମକ

ଆଜିଠାରୁ ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର- ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଂଟାରୀ ଓ ଓଡିଶା ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା । ଏହା ପରୀକ୍ଷା ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୫୩ଟି ପରୀକ୍ଷା କେନ୍ଦ୍ରରେ ୨୨,୪୬୯ ମାଟ୍ରିକ ସପ୍ଲିମେଂଟାରୀ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ

ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂ

ଭୁବନେଶ୍ୱର- ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିଂବଶ ନାରାୟଣ ସିଂଙ୍କୁ ନ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୂର୍ବ ନିର୍ବାଚନରେ ବିଜେଡି ମଧ୍ୟ ବରିବଂଶଙ୍କୁ ସମର୍ଥନ କରିଥିଲେ । ଆଜି ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଟେଲିଫୋନ ଯୋଗେ

ଜେଏନୟୁର ପୂର୍ବତନ ଛାତ୍ର ଗିରଫ

ନୂଆଦିଲ୍ଲୀ- ଦିଲ୍ଲୀ ହିଂସା ଘଟଣାରେ ଗିରଫ ହେଲେଏ ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦ । ଦୀର୍ଘ ୧୧ ଘଂଟା ଜେରାପରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କ ମୋବଇଲ ଫୋନକୁ ମଧ୍ୟ ଜବତ କରାଯାଇଛି । ଏତଦ ବ୍ୟତିତ ତାଙ୍କ ବିରୋଧରେ ୟୁଏପିଏ ଆକ୍ଟ ଲଗାଯାଇଛି ।

୨୦୨୧ ମସିହା ଆରମ୍ଭ ବେଳକୁ ଦେଶରେ ମିଳିବ କୋଭିଡ-୧୯ ଭ୍ୟାକସିନ

ନୂଆଦିଲ୍ଲୀ- କରୋନାକୁ ନେଇ ଆସିଛି ବଡ ଆଶ୍ୱସ୍ତିର ବିଷୟ । ୨୦୨୧ ମସିହା ଆରମ୍ଭ ବେଳେକୁ କୋଭିଡ-୧୯ ଭ୍ୟାକସିନ ଦେଶରେ ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି । ଭ୍ୟାକସିନ ବାହାରିବା ନେଇ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ୨୦୨୧ ପ୍ରଥମ ୩