ପ୍ରମୁଖ ଖବର କୋଭିସିଲ୍ଡ ଭ୍ୟାକସିନ ଟ୍ରାଏଲ ସ୍ଥଗିତ Nyayabati Live Sep 10, 2020 0 ନୂଆଦିଲ୍ଲୀ- ଭାରତରେ ସ୍ଥଗିତ ହେଲା କୋଭିଡସିଲ୍ଡ ଭ୍ୟାକସିନର ମାନବ ପରୀକ୍ଷଣ । ଆମେରିକା ଅକ୍ସଫୋର୍ଡ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକସିନର ଟ୍ରାଏଲକୁ ବନ୍ଦ କରିବାକୁ ସେରମ ଇନଷ୍ଟିଚୁ୍ୟଟ ଘୋଷଣା କରିଛି ।
ପ୍ରମୁଖ ଖବର ରାମ ମନ୍ଦିର ଟ୍ରଷ୍ଟ ବ୍ୟାଙ୍କ ଆକାଉଂଟରୁ ଟଙ୍କା ଗାଏବ Nyayabati Live Sep 10, 2020 0 ଭୁବନେଶ୍ୱର- ଅଯୋଧ୍ୟା ରାମ ଜନ୍ମଭୂମି ଟ୍ରଷ୍ଟର ବ୍ୟାଙ୍କ ଖାତାରୁ ୬ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି । ଲକ୍ଷେ୍ନøର ୨ଟି ବ୍ୟାଙ୍କରୁ ଜାଲ ଚେକ ମାଧ୍ୟମରେ ଏହି ଟଙ୍କା ଉଠାଯାଇଛି ବୋଲି ଟ୍ରଷ୍ଟ ପକ୍ଷରୁ ଅଭିଯୋଗ କରାଯାଇଛି । ପୋଲିସ ଏହା ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।!-->…
ପ୍ରମୁଖ ଖବର ସେପ୍ଟେମ୍ବର ୧୨ ତାରିଖ ଦିନ ଦେଶରେ ସ୍ୱତନ୍ତ୍ର ୮୦ଟି ଟ୍ରୋନ ସେବା ଆରମ୍ଭ Nyayabati Live Sep 10, 2020 0 ନୂଆଦିଲ୍ଲୀ- ସେପ୍ଟେମ୍ବର ୧୨ ତାରିଖ ଦିନ ଦେଶରେ ସ୍ୱତନ୍ତ୍ର ୮୦ଟି ଟ୍ରୋନ ଗଡିବ । ଏଥିପାଇଁ ୧୦ ତାରିଖ ଠାରୁ ଯାତ୍ରୀମାନେ ଟିକେଟ ବୁକିଂ କରିବେ । ଆଗରୁ ୨୩୦ ଟ୍ରୋନ ସେବା ଆରମ୍ଭ ହୋଇଛି ବୋଲି ରେଲୱେ ବୋର୍ଡ ଅଧ୍ୟକ୍ଷ ଭି.କେ ୟାଦଭ କହିଛନ୍ତି । ମହାମାରୀ କରୋନା ପାଇଁ ଦୀର୍ଘ ୫ମାସରୁ!-->…
ପ୍ରମୁଖ ଖବର ପରୀକ୍ଷା ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର Nyayabati Live Sep 10, 2020 0 ନୂଆଦିଲ୍ଲୀ- ପରୀକ୍ଷା ପାଇଁ ଗାଇଡଲାଇନ ଜାରି କରିଛି କେନ୍ଦ୍ର । ପରୀକ୍ଷା ସମୟରେ ବହୁତ ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଆସାଥାନ୍ତି । ସେମାନଙ୍କ ସହିତ ସେମାନଙ୍କ ଅଭିଭାବକ ଆସିଥାନ୍ତି ଓ ଶିକ୍ଷିକ ମାନେ ମଧ୍ୟ ଆସିଥିନ୍ତି । ତେଣୁ ଏଭଳି ସ୍ଥିତିରେ କରୋନା ସଂକ୍ରମଣ!-->…
ଖେଳ ଆଇପିଏଲ୍ ଆୟୋଜନ ତଦାରଖ ପାଇଁ ଦୁବାଇରେ ଗାଙ୍ଗୁଲି Nyayabati Live Sep 10, 2020 0 ଦୁବାଇ : ଚଳିତମାସ ୧୯ରୁ ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ୮ଟିଯାକ ଫ୍ରାଞ୍ଚାଇଜି ଗତମାସଠାରୁ ୟୁଏଇରେ ରହିଛନ୍ତି। ଏବେ ଆଇପିଏଲ୍ରେ ସେବା ଯୋଗାଣକାରୀ ସଂସ୍ଥା, ପ୍ରସାରଣକାରୀ ଷ୍ଟାର୍ ସ୍ପୋର୍ଟସ ଓ!-->…
ପ୍ରମୁଖ ଖବର ନେଟ ପରୀକ୍ଷା ପାଇଁ ଲକଡାଉନ କଟକଣା କୋହଳ କଲେ ପଶ୍ଚିମବଙ୍ଗ ସରକାର Nyayabati Live Sep 10, 2020 0 କୋଲକତା- ନେଟ ପରୀକ୍ଷା ପାଇଁ ଲକଡାଉନ କଟକଣାକୁ କୋହଳ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ । ସେପ୍ଟମ୍ବର ୧୩ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ବିଭିନ୍ନ ପ୍ରାନ୍ତରୁ ଗାଡିମୋଟର ଯୋଗେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଅସିବେ । ତେଣୁ ଆସନ୍ତା ୧୧ ଓ ୧୨!-->…
ପ୍ରମୁଖ ଖବର ଭାରତୀୟ ବାୟୁସେନାରେ ସାମିଲ ହେଲା ଲଢୁଆ ଯୁଦ୍ଧ ବିମାନ Nyayabati Live Sep 10, 2020 0 ନୂଆଦିଲ୍ଲୀ- ଭାରତୀୟ ବାୟୁସେନାରେ ସାମିଲ ହେଲା ଲଢୁଆ ଯୁଦ୍ଧ ବିମାନ ରାଫେଲ । ବାୟୁସେନାର ସେଭେଂଟିନ ସ୍କ୍ୱାଡର୍ରନ ଗୋଲଡେନ ଆରୋସରେ ସାମିଲ ହେଲା ଏହି ଶକ୍ତିଶାଳୀ ବିମାନ । ଅମ୍ବାଲା ଏୟାରବେସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଓ ଫ୍ରାନ୍ସ!-->…
ପ୍ରମୁଖ ଖବର ସେପ୍ଟେମ୍ବର ଶେଷ ଆଡକୁ କମିପାରେ କରୋନା ସକ୍ରଂମଣ Nyayabati Live Sep 10, 2020 0 ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହୋବାରେ ଲାଗିଛି । ଚଳିତ ମାସ ପ୍ରଥମରୁ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଆକ୍ରାନ୍ତଙ୍କ ସଂଖ୍ୟା କାହିଁକି ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ ପଜିଟିଭଙ୍କ ସଂଖ୍ୟା!-->…
ପ୍ରମୁଖ ଖବର ନବୀନଙ୍କୁ ଫୋନ କରି ସମର୍ଥନ ଲୋଡିଲେ ନୀତିଶ Nyayabati Live Sep 10, 2020 0 ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୁର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚଳିତ ପର୍ଷ ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହାରିବଂଶ ନାରାୟଣ ସିଂହଙ୍କ ପ୍ରାର୍ଥୀତ୍ୱକୁ!-->…
ପ୍ରମୁଖ ଖବର ଘାଟିରେ ପୁଣି ଓଲଟିଲା ଶ୍ରମିକ ବସ୍ Nyayabati Live Sep 10, 2020 0 ରାୟଗଡା- ପୁଣି ଘାଟିରେ ଓଲଟିଲା ଶ୍ରମିକ ବସ୍ । ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକ ଆହାତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାୟଗଡା ଥାନା ଅର୍ନ୍ତଗତ ଗୁମ୍ମା ଘାଟିରେ । ସୂଚନାଯୋଗ୍ୟ ବସଟି ବଲାଙ୍ଗୀର ଓ ବୈଦ୍ଧ ଜିଳ୍ଲାରୁ ଶ୍ରମିକ ମାନଙ୍କୁ ନେଇ ତାମିଲନାଡୁ ଯାଇଥିଲା । ତେବେ ଘାଟି ପାଖରେ!-->…