ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟି ନେଲେ ଦୁର୍ବୃତ

ପିପିଲି- ଜଣେ ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୫୦ ହଜାର ଟଙ୍କା ,ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅଂଚଳରୁ । ଗୁରୁତର ଆହାତ ହୋଇଥିବା ପରିବା ବ୍ୟବସାୟୀଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୨ ଲକ୍ଷ ୭୮ହଜାର ଟଙ୍କା ଲୁଟ

ଭୁବନେଶ୍ୱର- ଖେଳନା ବନ୍ଧୁକ ଦେଖାଇ ଦୃବୃର୍ତମାନେ ୨ଲକ୍ଷ ୭୮ ହଜାର ଟଙ୍କା ଲୁଟି ନେଇଛନ୍ତି । ଭୁବେନଶ୍ୱର ନନ୍ଦନବିହାର ନିକଟ ଏକ ବ୍ୟାଙ୍କରୁ ଲୁଟ ହୋଇଥିବା ଜଣାପଡିଛି । ଲୁଟେରାମାନେ ହେଲମେଟ ପିନ୍ଧି ବ୍ୟାଙ୍କ ଭିତରକୁ ପଶିଥିଲେ । ଏହି ସମୟରେ ବ୍ୟାଙ୍କରେ ୩ ଜଣ କର୍ମଚାରୀ ଥିବା ସୂଚନା

ଏକ ବର୍ଷରେ ଦେଢ ଲକ୍ଷରୁ ଅଧିକ ବିଦ୍ୟୁତ ବିଲ

ରାୟଗଡା- ଘରେ ମାତ୍ର ଗୋଟିଏ ଲାଇଟ କିନ୍ତୁ ବିଦ୍ୟୁତ ବିଲ ଆସିଛି ଏକ ଲକ୍ଷ ୫୫ ହଜାର ଟଙ୍କା । ଏଭଳି ଘଟଣା ରାୟଗଡା ଜିଲ୍ଲା ପାଲୁରୁପାଡୁ ଗ୍ରାମରେ ଦେଖିବାକୁ ମିଳିଛି । ବିଦ୍ୟୁତ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏଭଳି ବିଲ ଆସିଥିବା ଅଭିଯୋଗ ହୋଇଛି । ସୂଚନାଅନୁଯାୟୀ

୪ରୁ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର- ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର,

ପୋଲିସକୁ ସୁରକ୍ଷା ମାଗିଲେ ବର୍ଷା ପ୍ରିୟଦର୍ଶିନୀ

କଟକ- ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାଙ୍କ ଘରୋଇ ହିଂସା ମାମଲା ନୂଆ ମୋଡ ନେଉଛି । ଏବେ ବର୍ଷା ନିଜ ଜୀବନ ପ୍ରତି ବିପଦ ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି । ପୁରୀଘାଟ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଗତକାଲି ବର୍ଷା ଖାଉଥିବା ସମୟରେ ଦୁଇ ଜଣ ଅଜଣା ପୁରୁଷ ତାଙ୍କ

ଏଲଏସିରେ ଉତେଜନା: ଚୀନକୁ ଭାରତର କଡା ଜବାବ

ନୂଆଦିଲ୍ଲୀ- ଏଲଏସିରେ ଚୀନା ସେନା ପକ୍ଷରୁ ଗୁଳିମାଡ । ଦକ୍ଷିଣ ପାଙ୍ଗଙ୍ଗ ଅଂଚଳରେ ଚୀନ ସେନା ପକ୍ଷରୁ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା । ତେବେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ସୀମାରେ ସଜାଗ ରହିଥିବା ଭାରତୀୟ ସେନା ଏହାର କଡା ଜବାବ ଦେଇଛି । ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳିମାଡ

କୋରୋନା ମାଡ

ଚଳିତ ଆର୍ଥୀକ ବର୍ଷର ପ୍ରଥମ ତିନି ମାସ (ଏପି୍ରଲ-ଜୁନ)ର ବିକାଶ ହାର ନେଇ କେନ୍ଦ୍ର ସରକାରଙ୍କ ପ୍ରଦତ ତଥ୍ୟରେ କରୋନା ମହାମାରୀ ମୁକାବିଲା ପାଇଁ ଘୋଷିତ ଲକଡାଉନ ଦେଶର ଅତନୀତିକୁ ଏକ ପ୍ରକାର ପଙ୍ଗୁ କରିଦେଇଛି ବୋଲି ନିସଂନେ୍ଦହରେ ସ୍ୱିକାର କରିବାକୁ ହେବ । ଜାରି ତଥ୍ୟରେ ଉଲ୍ଲେଖ କରାଯାଇଛି

ଚାନ୍ଦବାଲିର ବନ୍ୟା ବିପନ୍ନଙ୍କୁ ସହାୟତା

ଚାନ୍ଦବାଲି: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭଦ୍ରକ ଜିଲ୍ଲା ତରଫରୁ ଚାନ୍ଦବାଲି ବ୍ଲକର ନାନ୍ଦପୁର ଓ ଓଳଗ ପଂଚାୟତର ୪୦୦ ପରିବାରକୁ ବିଭିନ୍ନ ପ୍ରକାର ଅତ୍ୟାବଶକ ସାମଗ୍ରୀ ଯୋଗାଇ ଦେଇଛନ୍ତି । ନାନ୍ଦପୁର ଓ ଓଳଗ ପଂଚାୟତର ପାଲଟପୁର, ଓଳଗ, ଭୁଇଁପୁର, କୁଚିଳାଖାଇ, ନାନ୍ଦପୁର ଆଦି ପ୍ରମୁଖ

ଚାଷୀଙ୍କ କାମରେ ଆସୁନି ବାଲିପାଟଣା ସୁଇସ ଗେଟ୍

ଜଗତସିଂହପୁର: ଅଣଜଳ ସେଚିତ ଅଞ୍ଚଳ ରୁପେ ଜଣାଶୁଣା ବାଲିକୁଦା ବ୍ଲକର ଜିଳ୍ଲାପରିଷଦ ଜୋନ ନଂ ୪ର ଅବସ୍ଥା । ଜଳ ସଂପଦ ବିଭାଗ ଜଗତିସିଂହପୁର ଡିଭିଜନ ଅଧିନରେ ଯେତେ ଯୋଜନା ଅର୍ଥ ଆସେ ସବୁଦାୟ ଅର୍ଥରାଶିରୁ ପ୍ରାୟ ୭୦ଭାଗ ଅର୍ଥ ଏହି ଅଞ୍ଚଳରେ ହିଁ ବ୍ୟୟ କରାଯାଏ । ମାଛଗାଁ ଜଳସଂପଦ କନିଷ୍ଠ

ଅଙ୍ଗନବାଡି କର୍ମୀଙ୍କୁ ଆକ୍ରମଣ

ବ୍ରହ୍ମପୁର : କେତେ ଦୟନୀୟ ଆମ ସମାଜର ମାନସିକତା ନିଜ କର୍ତବ୍ୟ ତୁଲାଇବାକୁ ଯାଇ ଜଣେ କରୋନା ଯୋଦ୍ଧା ଅଙ୍ଗନବାଡି କର୍ମୀ ଯୁବକଙ୍କ ଆକ୍ରମଣର ଶିକାରା ହୋଇଛନ୍ତି । ତାଙ୍କ ଭୁଲ କେବଳ ଏତିକି ଥିଲାଯେ ଜଣେ ମହିଳା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ଘର ସାମନାରେ ପୋଷ୍ଟର ଟିଏ ଲଗାଇଥିଲେ ।