ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି ବର୍ଷା

ଭୁବନେଶ୍ୱର- ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଦାଖଲ କରିଥିବା ଛାଡପତ୍ର ପିଟିସନକୁ ଓଡିଶା ସ୍ଥାନାନ୍ତର କରିବା ପାଇଁ ହାଇକୋର୍ଟ ଯାଇପାରନ୍ତ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । ଏନେଇ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି ।

ଦିଲ୍ଲୀରୁ ୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ- ଆଜି ଦିଲ୍ଲୀରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସର ସ୍ପୋଶାଲ ସେଲ । ସେମାନଙ୍କ ନାଁ ଭୂପିନ୍ଦର ଓରଫ ଦିଲାବର ସିଂହ ଓ କୁଲବନ୍ତ ସିଂହ । ଏହି ଦୁଇ ଆତଙ୍କବାଦୀ ବଚ୍ଚର ଖାଲସା ଇଂଟରନ୍ୟାସନାଲ ସହିତ ଜଡିତ ଥିଲେ । ଏମାନଙ୍କ ଠାରୁ ୬ଟି ପିସ୍ତଲ ଓ ୪୦ରୁ

ଘୁଂଚିଲା ଅନୁଭବଙ୍କ ମାମଲାର ଶୁଣାଣି

କଟକ- ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଆଣିବା ପାରିବାରିକ କଳହ ମାମଲାର ଶୁଣାଣିର ତାରିଖ ଘୁଂଚିଛି । ଅକ୍ଟୋବର ୧୨ ତାରିଖରେ ହେବ ଏହି ମାମଲାର ଶୁଣାଣି । ଆଜି ଏସଡିଜେଏମ କୋର୍ଟ ଏହି ମାମଲାର ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ କିନ୍ତୁ

ଜାତୀୟ ଶିକ୍ଷାନୀତି -୨୦୨୦ରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ- ଜାତୀୟ ଶିକ୍ଷାନୀତି-୨୦୨୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଭିଡିଓକନଫରେନ୍ସ ଜରିଆରେ ନିଜର ଅଭିଭାଷଣ ରଖିଛନ୍ତି । ମୋଦି ଏହି ଅଭିଭାଷଣରେ କହିଛନ୍ତି ଏହି ଶିକ୍ଷାନୀତି ୫ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି,

ରାଜ୍ୟରେ ଗଲା ଆଉ ୧୦ ଜୀବନ: ମୃତ୍ୟୁ ସଂଖ୍ୟା ୫୫୬କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ଆଉ ୧୦ ଜୀବନ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ୫୫୬ ଜଣଙ୍କ ଜୀବନ ନେଲା ମହାମାରୀ କରୋନା । ପ୍ରାଣ ହରାଇଥିବା ୧୦ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଳ୍ଲାର ୩, ଭୁବନେଶ୍ୱର, କଟକ,

୩,୮୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଟପରେ ଖୋର୍ଦ୍ଧା

ଭୁବନେଶ୍ୱର- ରାଜ୍ୟରେ ଦୈନିକ ୩ହଜାର ପାର କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୩,୮୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୨୭୮ ହୋଇଥିବା ବେଳେ ୧୫୮୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ

ଆଜିଠାରୁ ମେଟ୍ରେସେବା ଆରମ୍ଭ

ନୂଆଦିଲ୍ଲୀ- କରୋନା ମହାମାରୀ ପାଇଁ ଦୀର୍ଘ ୫ମାସରୁ ଉଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ମେଟ୍ରୋ ସେବା ଅଜି ପୁଣି ଥରେ ଆରମ୍ଭ ହୋଇଛି । ଯାତ୍ରା ମସମୟରେ କୋଭିଡ ଗାଇଡଲାଇନ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା , ହାତ ସାନିଟାଇଜିଂଙ୍ଗ କରିବା ଓ ମାସ୍କ ପିନ୍ଧିବା ବାଧ୍ୟତା

ଦିନକରେ ୪୫ ହଜାର ପାର କଲା ଟେଷ୍ଟିଂଙ୍ଗ ସଂଖ୍ୟା

ଭୁବନେଶ୍ୱର- ଗତ ୨୪ ଘଂଟାରେ ୪୫,୧୬୫ କରୋନା ସାମ୍ପୁଲ ଟେଷ୍ଟ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆରଟିପିସିଆର ଟେଷ୍ଟ ୬୮୩୬, ରାପିଟ ଅଂଟିଜେନ ଟେଷ୍ଟ ୩୮,୧୬୫, ଟ୍ରୁନଟ ଟେଷ୍ଟ ୧୬୪ ରହିଛି । ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୫୬୨ ସାମ୍ପୁଲ

ଆଜିଠାରୁ ସମ୍ପର୍କ ବୈଠକ

ଭୁବନେଶ୍ୱର- ଗତ ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବରରେ କରୋନା ଦାଉ ଅସମ୍ଭାଳ । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ଗଞ୍ଜାମ ଜିଲ୍ଲାକୁ ପଛରେ ପକାଇ ଟପରେ ରହିଛି ଖୋର୍ଦ୍ଧା । ଏପଟେ ରାଜଧାନୀରେ ମଧ୍ୟ ସ୍ଥିତି ଅସମ୍ଭାଳ । କରୋନାର ଦ୍ରୁତ ସଂକ୍ରମଣ ପ୍ରଶାସନର

ସ୍ୱାଭିମାନ ଅଂଚଳରେ ମୋବାଇଲ ସେବା

ମାଲକାନାଗିରି- ମାଲକାନାଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ ଆରମ୍ଭ ହୋଇଛି ମୋବାଇଲ ସେବା । ଘରୋଇ ଏୟାରଟେଲ ଏହି ସେବା ଯୋଗାଇ ଦେଇଛି । ହାନ୍ତାଳଗୁଡା, ପିପଲଦର, ଯନ୍ତାପାଇ ଓ ଦାରଲାବେଡାର ୩୦ ହଜାର ଲୋକ ଉପକୃତ ହେବେ । ନକ୍ସଲଙ୍କ ଭୟରେ ଏହି ଅଂଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରୁନଥିଲା ।