ଖୋଲିବ ବାର ଓ ରେଷ୍ଟୁରାଂଟ

ଭୁବନେଶ୍ୱର- ଏଣିକି ରେଷ୍ଟୁରାଂଟରେ ବସି ଖାଇପାରିବେ ଜନସାଧାରଣ । ରାଜ୍ୟବ୍ୟାପୀ ବାର ଓ ରେଷ୍ଟୁରାଂଟ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ପର୍ଯ୍ୟଟନ ନିର୍ଦେଶକ ତଥା ଅତିରିକ୍ତ ସଚିବ ସଚିନ ରାମଚନ୍ଦ୍ର ଯାଦବ ଓଡିଶା ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ, ପଶ୍ଚିମଓଡିଶା

କରୋନା ଆକ୍ରାନ୍ତଙ୍କୁ ଜେଇଇ (ମୁଖ୍ୟ) ପରୀକ୍ଷା ମନା

ବ୍ରହ୍ମପୁର: ଦେଶର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମ ଲେଖା ପାଇଁ ଜେଇଇ (ମୁଖ୍ୟ) ପରୀକ୍ଷାର୍ଥୀ ମାନଙ୍କ ପାଇଁ ସରକାର ସବୁପ୍ରକାରର ସୁବିଧା କରୁଥିବା ଦାବି କରୁଥିବା ବେଳେ ଆଜି ଜଣେ କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । କରୋନା ଆକ୍ରାନ୍ତ ପିଲାଙ୍କୁ

ଐତିହାସିକ ପାଇକ ସ୍ମାରକୀ ନିର୍ମାଣ କେବେ ?

ଭୁବନେଶ୍ୱର: ଭାରତ ବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମର ରଣତୁରୀ ଏହି ବୀର ଓଡ଼ିଶା ମାଟିରୁ ଆରମ୍ଭ ହୋଇଥିଲା । ଲାଲ୍ ରକ୍ତର ମାଟି ଖୋର୍ଦ୍ଧା ମାଟିରେ ବୀର ପାଇକମାନେ ଇଂରେଜ ବିରୁଦ୍ଧରେ ନିଜ ଜୀବନକୁ ମା, ମାଟି ପାଇଁ ବାଜି ଲଗାଇ ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ ଓ ପ୍ରାଣବଳୀ ଦେଇଥିଲେ

ରନ୍ଧନ ଗ୍ୟାସରୁ ସବସିଡ୍ ଉଚ୍ଛେଦ !

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ ଉପରୁ କେନ୍ଦ୍ର ସରକାର ସବସିଡି ଉଚ୍ଛେଦ କରିଛନ୍ତି । ଫଳରେ ମହଙ୍ଗା ହୋଇଛି । କାରଣ ସିଲିଣ୍ଡର ପିଛା ସରକାର ଯେଉଁ ସବସିଡି ଡିବିଟି ଜରିଆରେ ଦେଉଥିଲେ ତାହା ଆଉ ଦେଉନାହାଁନ୍ତି । ସେପ୍ଟେମ୍ବର ୧ସୁଦ୍ଧା ସବସିଡିଯୁକ୍ତ ଏବଂ ସବସିଡି-ରହିତ ୧୪ : ୨ କିଲୋଗ୍ରାମ

ମୌସୁମୀ ଅଧିବେଶନରେ ହେବନି ପ୍ରଶ୍ନୋତର

ନୂଆଦିଲ୍ଲୀ :ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଥିବା ପାର୍ଲ୍ୟାମେଂଟର ମୌସୁମୀ ଅଧିବେଶନରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ହେବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ସେହିପରି ଅଧିବେଶନ କାଳରେ କୌଣସି ଛୁଟି ଦିବସ ରହିବ ନାହିଁ । ଶନି ଓ ରବି ବାର ଦିନ ଗୃହର

ଏମାର ମଠ ରୁପା ଇଟା ପ୍ରସଙ୍ଗ: ୯ ବର୍ଷ ପରେ ବି ହୋଇନି ଚୂଡାନ୍ତ ଚାର୍ଜସିଟ୍

ପୁରୀ: ଏମାର ମଠରୁ ମିଳିଥିବା ରୁପା ଇଟା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଶହେ କୋଟିର ଏହି ଗୁପ୍ତ ଧନକୁ ନେଇ ଉସ୍ଚୁକତା ବି ବଢ଼ିଛି । ତେବେ ଦୀର୍ଘ ୯ ବର୍ଷ ପରେ ମାମଲା ଆଗକୁ ବଢ଼ିନଥିବା ଜଣାପଡ଼ିବା ପରେ ଏହାକୁ ନେଇ ଚାରିଆଡୁ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରୀଜଗନ୍ନାଥ

ଫେସବୁକ ସିଇଓ ଜୁକରବର୍ଗଙ୍କୁ ପତ୍ର ଲେଖିଲେ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ରାଜନୈତିକ ପକ୍ଷପାତିତା କରୁଥିବା ଅଭିଯୋଗରେ ଏବେ ଛନ୍ଦି ହୋଇପଡ଼ିଛି ସାମାଜିକ ଗଣମାଧ୍ୟମ ଫେସ୍ବୁକା ଏହି ପରିପ୍ରେକ୍ଷୀରେ ବେଶ କଟୁ ଓ କଡ଼ା ଶବ୍ଦ ପ୍ରୟୋଗ କରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ମନ୍ତ୍ରୀ ରବିଶଙ୍କର ପ୍ରସାଦ ଫେସବୁକକୁ ସିଇଓ ମାର୍କ

ଯାହା ହେଲା, ଭଲ ହେଲା

ଏ’ କଥା ଆମେ କହୁନାହୁଁ । ଏହା ହେଉଛି ଶ୍ରୀମଦ୍ ଭଗବତ୍ ଗୀତାର ପବିତ୍ର ବାଣି । ଗୀତାରେ ଉଲ୍ଲେଖ ଅଛି, ଯାହା ହୋଉଛି, ଭଲ ହୋଇଛି । ଯାହା ହେଲା, ଭଲ ହେଲା । ଯାହା ହେବ, ଭଲ ହେବ । ଏହା ହେଉଛି ପବିତ୍ର ନୀତିବାଣୀ । ଏହାର ମର୍ମାର୍ଥ ହେଉଛି, ସୃଷ୍ଟିରେ ଏଭଳି କୌଣସି କାର୍ଯ୍ୟ ନାହିଁ, ଯାହା

ରାଜଧାନୀରୁ ୫୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଆଜି ଭୁବନେଶ୍ୱରରୁ ୫୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୨୦ ଓ ୩୨୧ ଲୋକାଲ କେସ୍ ରହିଛି । ଭୁବନେଶ୍ୱର ମହାନଗର ନିଗମ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ୩୦୦ ଜଣ ଆରୋଗ୍ୟଲାଭ

ବ୍ୟାନ ହେଲା ପବ୍-ଜୀ

ନୂଆଦିଲ୍ଲୀ- ଭାରତ ସରକାର ତୃତୀୟ ଥର ପାଇଁ ଚୀନ ବିରୋଧରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଲୋକପ୍ରିୟ ଗେମ୍ ପବଜୀ ସମେତ ମୋଟ ୧୧୮ଟି ଚାଇନା ଆପକୁ ଭାରତ ସରକାର ବ୍ୟାନ କରିଛନ୍ତି । ଏହାକୁ ମିଶାଇ ମୋଟ ୨୨୪ ଟି ଚାଇନିଜ ଆପ୍ ବ୍ୟାନ କରିଛି ଭାରତ । ଏହି ଆପ୍ସକୁ ବ୍ୟାନ କରିବା ପାଇଁ