ମୌସୁମୀ ଅଧିବେଶନରେ ହେବନି ପ୍ରଶ୍ନୋତର
ନୂଆଦିଲ୍ଲୀ :ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଥିବା ପାର୍ଲ୍ୟାମେଂଟର ମୌସୁମୀ ଅଧିବେଶନରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ହେବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ସେହିପରି ଅଧିବେଶନ କାଳରେ କୌଣସି ଛୁଟି ଦିବସ ରହିବ ନାହିଁ । ଶନି ଓ ରବି ବାର ଦିନ ଗୃହର!-->…