ହୀରାକୁଦର ଆଉ ୨ ଟି ଗେଟ ବନ୍ଦ

ସମ୍ବଲପୁର- ବନ୍ଦ ହେଲା ହୀରାକୁଦର ଆଉ ୨ଟି ଗେଟ । ବର୍ତମାନ ମୋଟ ୨୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ଘଂଟାକୁ ୩ ଲକ୍ଷ ୭୪ ହଜାର ୬୧୨ କୁ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୬ ହଜାର କୁ୍ୟସେକ ଜଳ ନିଷ୍କାସିତ ହେଉଛି । ସେହିପରି ମୁଣ୍ଡୁଳୀଠାରେ ବନ୍ୟାଜଳ

ପ୍ରବଳ ବର୍ଷା ନେଇ ୨୧ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର- ରାଜ୍ୟରେ ସକ୍ରିୟ ମୌସୁମୀ ଯୋଗୁ ୨୧ ଜିଲ୍ଲାରେ ପ୍ର୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ନୂଆପଡା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, ରାୟଗଡା, ମାଲକନଗିରି, କୋରାପୁଟ,

ବ୍ରହ୍ମପୁର ବିଧାୟକ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଆଇସୋଲେସନରେ ରହିବା ପାଇଁ ନିବେଦନ କରିଛନ୍ତି ।

ପୁଣି ବସିଲା ବ୍ରିଗେଡ କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ- ଭାରତ ଓ ଚୀନ ବିବାଦକୁ ନେଇ ଆଜି ପୁଣି ଥରେ ବ୍ରିଗେଡ କମାଣ୍ଡର ସ୍ତରୀୟ ବୈଠକ ବସିଛି । ଭାରତ ଶାନ୍ତି ଚାହେଁ କିନ୍ତୁ କୌଣସି ପରିସ୍ଥିତିରେ ସମୀର ଅଖଣ୍ଡତା ସହ ସାଲିସ କରିବ ନାହିଁ ବୋଲି ବେଜିଂକୁ ସିଧା ସିଧା ଶୁଣାଇଛି ଭାରତ । ଚୀନ କିନ୍ତୁ ବାହାନାବାାଜି ଛାଡିବାକୁ ନାରାଜ

ପ୍ରତିରକ୍ଷାମନ୍ତ୍ରୀଙ୍କ ତିନି ଦିନିଆ ଋଷ ଗ୍ରସ୍ତ

ନୂଆଦିଲ୍ଲୀ- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ଦିନିଆ ଋଷ ଗ୍ରସ୍ତ କରିଛନ୍ତି । ଏଥି ସହ ସେ ସାଂଘାଇ ସହଯୋଗ ସଂଗଠନର ବୈଠକରେ ଯୋଗ ଦେବେ । ଏହି ବୈଠକରେ ଆଂଚଳିକ ସୁରକ୍ଷାକୁ ନେଇ ଆଲୋଚନା ହୋଇପାରେ । ସେହିପରି ଋୁଷ ପ୍ରତିରକ୍ଷା ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିବା ସହ

ମୋଦୀ ସରକାରଙ୍କୁ ଘେରିଲେ କଂଗ୍ରେସ-ଟିଏମସି ନେତା

ନୂଆଦିଲ୍ଲୀ- ମହାମାରୀ କରୋନା ପାଇଁ ଚଳିତ ବର୍ଷ ମୌସୁମୀ ଅଧିବେଶନରେ ପ୍ରଶ୍ନାକାଳ ରହିବ ନାହିଁ । ଏନେଇ ରାଜ୍ୟସଭା ସଚିବ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ପ୍ରଶ୍ନକାଳ ଉଠାଇବା ପ୍ରସଙ୍ଗରେ କଂଗ୍ରେସ ଟିଏମସି ନେତା ବିରୋଧ କରିଛନ୍ତି । କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି

ଦେଶରେ ୩୭ ଲକ୍ଷ ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ- ଦେଶରେ ଆଜି ୭୮,୩୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭,୬୯,୫୨୩ ରହିଛି । ଦେଶରେ ସୁସ୍ଥତା ହାର ୭୬.୯୮ ପ୍ରତିଶତ ରହିଛି । ମୃତ୍ୟ ସଂଖ୍ୟା ୬୬,୩୩୩ରେ ପଂହଚିଛି ଥିବା ବେଳ ୮,୦୧,୨୮୨ ସକ୍ରିୟ ମାମଲା

ଗୋଆ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ

ପଞ୍ଜାବ- ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାସ୍ୱନ୍ତ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ସେ ଏବେ ହୋମ ଆଇସୋଲେସନରେ ଅଛନ୍ତି, ଓ ଘରେ ରହି ଅଫିସ କାମ କରୁଛନ୍ତି ବୋଲି କହିଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ହୋମ ଆଇସୋଲେସନରେ

ବିଜେଡିି ନେତା ଦୀପ୍ତିକାନ୍ତ ପରିଜାଙ୍କ ଅକାଳ ବିୟୋଗ

ଭୁବନେଶ୍ୱର- କେନ୍ଦ୍ରପଡା ଜିଲ୍ଲାର ଅନ୍ୟତମ ବିଜେଡି ନେତା ଦୀପ୍ତିକାନ୍ତ ପରୀଜାଙ୍କ ସଡକ ଦୁର୍ଘଟଣାରେ ଆଜି ଅକାଳ ବିୟୋଗ ଘଟିଛି । ପାଟକୁରା ଅଂଚଳର ଏହି ଯୁବ ରାଜନେତା ଶ୍ରୀ ପରିଜାଙ୍କୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡିଶା ମୋ ପରିବାର’ ଯୁ୍ଗ୍ମ ସଚିବ ଭାବେ ନିଯୁକ୍ତି

ରାଜ୍ୟରେ ୧୧ ମୁଣ୍ଡ ନେଲା କରୋନା

ଭୁବନେଶ୍ୱାର- ରାଜ୍ୟରେ ଆଜି ପୁଣି ୧୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩, ଖୋର୍ଦ୍ଧା ୨, ପୁରୀ, ରାୟଗଡା, ସମ୍ବଲପୁର, ଜଗତସଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଳ୍ଲାରୁ ଜଣେ