ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରମଚନ୍ଦ୍ର ଖୁଂଟିଆଙ୍କ ଶୋକ
ଭୁବନେଶ୍ୱର- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଅଖିଳ ଭାରତ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଡକ୍ଟର ରାମଚନ୍ଦ୍ର ଖୁଂଟିଆ । ମୁଖାର୍ଜୀ ଏକାଧାରରେ ଥିଲେ ଜଣେ ବଶିଷ୍ଟ ରାଜନେତା, ଜାତୀୟ ସ୍ତରର ରାଜନେତା, କୁଟନିତିଜ୍ଞ, ଅର୍ଥନିତିଜ୍ଞ!-->…