ରାଜ୍ୟର ନିଜ ରାଜସ୍ୱ ୩ ଲକ୍ଷ କୋଟି କମିିବ!

ନୂଆଦିଲ୍ଲୀ: କରୋନା ମହାମାରୀ ରାଜ୍ୟଗୁଡ଼କର ଆର୍ଥିକ ଦୋହଲାଇ ଦେବା ରାଜ୍ୟଗୁଡ଼ିକ ନିଜସ୍ୱ ଟିକସ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ୩ ଲକ୍ଷ କୋଟି ହ୍ରାସ ପାଇବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଅର୍ଥନୈତିକ ଗବେଷଣା ବିଭାଗ ପକ୍ଷରୁ ଏଭଳି ଉପବେଗଜନକ ରିପୋର୍ଟ ପ୍ରକାଶ କରାଯାଇଛି । ଗବେଷଣା ବିଭାଗର

ରାଜମୌଲିଙ୍କ ‘ଆର ଆର ଆର’ରେ ଆଲିଆଙ୍କ ସ୍ଥାନରେ ପ୍ରିୟଙ୍କା

ମୁମ୍ବଇ : ବ୍ଲକବଷ୍ଟର ସୁପର ହିଟ୍ ଫିଲ୍ମ ବାହୁବଳୀର ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲି ତାଙ୍କର ପରବର୍ତ୍ତି ବିଗ୍ ବଜେଟ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ଫିଲ୍ମର ଟାଇଟଲ ରହିଛି ‘ଆର ଆର ଆର’ । ଫିଲ୍ମରେ ପ୍ରଥମ ଥର ପାଇଁ ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କ ପରି ମେଗାଷ୍ଟାର ଲିଡ୍

ଅକ୍ଟୋବର ୧ରୁ ରନୱେ କାମ

ଭୁବନେଶ୍ୱର- ଅକ୍ଟୋବର ୧ରୁ ଆରମ୍ଭ ହେବ ବିଜୁ ପଟ୍ଟନାୟକ ବିମାନବନ୍ଦର ରନୱେର କାର୍ପେଟିଙ୍ଗ କାମ । ଏଥିପାଇଁ ରାତି ୧୧ରୁ ସକାଳ ୭ ଟା ପର୍ଯ୍ୟନ୍ତ ବିମାନ ଉଡାଣ ଓ ଅବତରଣ ବନ୍ଦ ରହିବ । ଦୀର୍ଘ ୪ ମାସ ଧରି ଏହି କାର୍ଯ୍ୟ ଚାଲୁ ରହିବ ବୋଲି କୁହାଯାଇଛି ।

ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର

ଭୁବନେଶ୍ୱର- କରୋନାରେ କ୍ଷତିଗ୍ରସ୍ତ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ । ଏହି ପ୍ୟାକେଜରେ ଗ୍ରାମାଚଂଳର ଗରିବ, ଅତିଗରିବ ଓ ପ୍ରବାସୀଙ୍କ ପାଇଁ ୪ ପ୍ରକାର ବ୍ୟବସ୍ଥା ହୋଇଛି । ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ୫୦ ହଜାର

ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ସମ୍ବଲପୁରୀ ହସ୍ତତନ୍ତ କଳା

ଭୁବନେଶ୍ୱର- ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ଓଡିଶାର ସମ୍ବଲପୁରୀ ହସ୍ତତନ୍ତ କଳା । ଏହି ସ୍ଥାପତ୍ୟକଳା ଡିଜିନ୍ ମାଗାଜିନରେ ସ୍ଥାନ ପାଇଛି ଓଡିଶା କୃଷି ଭବନର ସ୍ଥାପତ୍ୟ କଳା । ଏହି ମାଗଜିନରେ ଭାରତୀୟ ସରକାରୀ ବିଲ୍ଡିଂ ସ୍ଥାନ ପାଇବା ପ୍ରଥମ । ସମ୍ବଲପୁରର ଇକତ୍ ଏବଂ ଶାଢି ଡିଜାଇନ୍

ଦୀର୍ଘ ୫ ମାସ ପରେ କର୍ଣ୍ଣାଟକରୁ ଉଠିଲା କଟକଣା

ବେଙ୍ଗାଲୁର- ଦୀର୍ଘ ୫ ମାସ ପରେ କର୍ଣ୍ଣାଟକରେ ଲାଗୁ ହୋଇଥିବା ସମସ୍ତ ଯାତାୟତ କଟକଣାକୁ ଆଜି ହଟାଇ ଦିଆଯାଇଛି । କରୋନା ପାଇଁ ଲାଗୁ କରାଯାଇଥିବା ଇ-ପାସ ଠାରୁ ଆରମ୍ଭ କରି ୧୪ ଦିନିଆ କ୍ୱାରେନଟାଂଇନ ନିୟମ ଏବଂ କବାରେନଟାଂଇନ ଷ୍ଟାମ୍ପ ବ୍ୟବସ୍ଥା ବି ଉଛେଦ କରାଯାଇଛି । କର୍ଣ୍ଣଟକ ଭିତରକୁ

ଭିସୁଟ୍‌-ଇସ୍ରୋ ଏମ୍‌ଓୟୁ: କୃତ୍ରିମ ରକେଟ ତିଆରି ପାଇଁ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେବ ଇସ୍ରୋ

ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ଓ ଆର୍ଥିକ ସହାୟତା ପାଇଁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌) ଏବଂ ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର (ଇସ୍ରୋ) ମଧ୍ୟରେ ଏମ୍‌ଓୟୁ ସ୍ଵାକ୍ଷରିତ ହୋଇଛି। ଏହାସହିତ ଇସ୍ରୋ ସହଯୋଗରେ ଭିସୁଟ୍‌ରେ ବୀର ସୁରେନ୍ଦ୍ର

କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କୁ କରୋନା

ବେଙ୍ଗାଲୁରୁ : କଂଗ୍ରେସର ବରିଷ୍ଠ ନେତା ତଥା କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ଏବଂ ତାଙ୍କ ଝିଅ ମଧ୍ୟ

ସ୍କୁଲରେ ଅଜଗର : ଲୋକେ ଭୟଭୀତ

ଉତ୍ତରପ୍ରଦେଶ : ପିଲାମାନେ ପାଠ ପଢିବା ପାଇଁ ବିଦ୍ୟାଳୟ ଯାଆନ୍ତି। ମାତ୍ର ସାପ ବର୍ତ୍ତମାନ ବିଦ୍ୟାଳୟ ଯାଉଛି। କଥା ଆଶ୍ଚର୍ଯ୍ୟ ଲାଗୁଛି। ଘଟଣାକ୍ରମେ ସାପ ଏକ ଏଭଳି ଜନ୍ତୁ ଯାହାକୁ ଦେଖି ଭୟଭୀତ ହେବା ସାଧାରଣ କଥା। ଉତ୍ତରପ୍ରଦେଶର ମିଜାପୁରରେ ଏକ ସରକାରୀ ବିଦ୍ୟାଳୟରେ ଅଜଗର ଦେଖାଯିବାରୁ

ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‍

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ। ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି। ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ ନୂଆ ଉନ୍ମାଦନା ମିଳେ”। ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିକୁ