ଅନୁଗୋଳରେ କରୋନା ଆାକ୍ରାନ୍ତ ୬୩୮କୁ ବଢିଲା

ଅନୁଗୋଳ; ଆଜି ଅଦୁଗୋଳ ଜିଳ୍ଲାରୁ ୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ୬୩୮ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳରୁ ସର୍ବାଧିକ ୪ଜଣ, ବଅଁରପାଳ କ୍ଲକ ଅଞ୍ଚଳରୁ ୨ଜଣ, ଅନୁଗୋଳ ବ୍ଲକ, ଅନୁଗୋଳ ପୌରପାଳିକା ଓ କିଶୋର ନଗର ବ୍ଲକ

ବନ୍ୟା ଜଳରେ ଉବୁଟୁବୁ ଦଶରଥପୁର

ଯାଜପୁର: ଦଶରଥପୁର ବ୍ଲକ୍ ଦୁଦୁରୁଅଂଟା ଦେଇ ପ୍ରବାହିତ କାଣୀ ନଦୀବନ୍ଧ ସ୍ଥାନୀୟ ପଂଚାୟତ ସମେତ ଦଶରଥପୁର ବ୍ଲକର ନଦୀନାଳ ଘେରା ୧୦ଟି ପଂଚାୟତ ପାଇଁ ଅଭିସାପ ପାଲଟିଛି । ଚଳିତ ବର୍ଷର ୫୦ ଫୁଟ ଓସାର ଘାଇକୁ ଲଗାଇ ପୁର୍ବରୁ ବର୍ଷା ଋତୁରେ ଏଠାରେ ୫ ଥର ଘାଇ ହେବା ଯୋଗୁ ନିକଟସ୍ଥ ୧୦ ଗୋଟି

ଅନଲାଇନରେ ପାଠ ପଢାଇବେ ଦିବ୍ୟାଙ୍ଗ ଅଧ୍ୟାପକ

ଭୁବନେଶ୍ୱର- ଘରେ ରହି ଅନଲାଇନରେ ପାଠ ପଢାଇବେ ଦିବ୍ୟାଙ୍ଗ ଶିକ୍ଷକ । ଏ ସଂପର୍କରେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । କରୋନା ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଅଧ୍ୟାପକ ଘରେ ରହି ପାଠ ପଢାଇ ପାରିବେ ।

ପଥର ତଳେ ଚାପି ହୋଇ ଜେସିବି ଚାଳକ ସମେତ ୩ ମୃତ

ଉତ୍ତରାଖଣ୍ଡ : ଟିହରୀ ଅଂଚଳରେ କାମ କରି ଫେରୁଥିବା ସମୟରେ ୩ ଜଣ ଶ୍ରମିକଙ୍କ ପଥର ତଳେ ଚାପି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଟିହରୀ ଅଂଚଳରେ କାମ କରୁଥିବା ସମୟରେ ଜେସିବି ଚାଳକ ସମେତ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। କାମ କରି ଫେରୁଥିବା ସମୟରେ ହଠାତ ପାହାଡ଼ରୁ ପଥର ଖସି ଶ୍ରମିକ ଓ

ଭାରତୀୟ ବଜାରକୁ ଆସିଲା ମୋଟୋ ଜି-୯

ନୂଆଦିଲ୍ଲୀ : ଦୀର୍ଘ ଦିନ ବ୍ୟବଧାନ ପରେ ମୋଟରୋଲା ତାର ନୂତନ ସ୍ମାର୍ଟଫୋନ୍ ମୋଟୋ ଜି-୯ ଭାରତୀୟ ବଜାରରେ ପ୍ରବଶେ କରିଛି। ଏହାପୂର୍ବରୁ ପାଞ୍ଚ ମାସ ପୂର୍ବରୁ କମ୍ପାନୀ ବ୍ରାଜିଲରେ ମୋଟୋ ଜି-୮ ଲଞ୍ଚ କରିଥିଲା। ମୋଟୋ ଜି-୯ରେ ଟ୍ରିପଲ୍ ରିୟର କ୍ୟାମେରା ଏବଂ ୨୦ ୱାଟର ଫାଷ୍ଟ ଚାର୍ଜିଂ

ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢିଲା ଗାଡି କାଗଜପତ୍ର ଅବଧି

ନୂଆଦିଲ୍ଲୀ- ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢିଲା ଗାଡି କାଗଜପତ୍ର ଅବଧି । ଯଦି କାଗଜପତ୍ରର ଭ୍ୟାଲିଡିଟି ଶେଷ ହୋଇଯିବ, ତେବେ ତାଙ୍କୁ କୌଣସି ଫାଇନ ଦେବାକୁ ପଡିବନି । ଏନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର ଏ ସଂପର୍କରେ ସମସ୍ତ ରାଜ୍ୟ

ବିରଳ ଧଳା ରଙ୍ଗର ସାପ ଉଦ୍ଧାର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରୁ ଏକ ବିରଳ ଧଳା ରଙ୍ଗର ସାପ ଉଦ୍ଧାର କରାଯାଇଛି। ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ୧ ଫୁଟ୍ ଲମ୍ବର ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁର ଯୁବକ ତପନ ଜେନା ଦେଖିଥିଲେ। ଧଳା ରଙ୍ଗର

ଦକ୍ଷିଣ ପୂର୍ବ ଫିଲିପାଇନ୍ସରେ ବଡ ଧରଣର ବିସ୍ପୋରଣ

ଦକ୍ଷିଣ ପୂର୍ବ ଫିଲିପାଇନ୍ସରେ ବଡ ଧରଣର ବିସ୍ପୋରଣ ନୂଆଦିଲ୍ଲୀ- ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ପକ୍ଷରୁ ଦକ୍ଷିଣ ପୂର୍ବ ଫିଲିିପାଇନ୍ସରେ ବଡ ଧରଣର ବିସ୍ଫୋରଣ । ଏଥିରେ ଏବେ ସୁଦ୍ଧା ୧୦ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଏକାଧିକ ଲୋକ ଆହାତ ହୋଇଛନ୍ତି । ଆତଙ୍କବାଦୀ ପୂର୍ବରୁ

କଂଗ୍ରେସ ୱାର୍କିଂ କମିଟି ବୈଠକରେ ଚିଠିକୁ ନେଇ ଝଡ଼

ନୂଆଦିଲ୍ଲୀ :  ଆଜି  କଂଗ୍ରେସର କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ  ଅନୁଷ୍ଠିତ ହେଉଛି। ଏହି ବୈଠକରେ କଂଗ୍ରେସ ନେତା ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠିକୁ ନେଇ ଦଳରେ ଝଡ଼ ସୃଷ୍ଟି ହୋଇଛି। ଆଜିର ବୈଠକ‌ରେ ସୋନିଆଙ୍କୁ ଚିଠି ଲେଖିଥିବା କଂଗ୍ରେସ ନେତାମାନେ ଭାରତୀୟ ଜନତା

ଓଡିଆ ଅଭିନେତା ଚିନ୍ମୟ ମିଶ୍ର କରୋନା ପଜିଟିଭ

ଭୁବନେଶ୍ୱର- ଲୋକପ୍ରିୟ ଓଡିଆ ଅଭିନେତା ଚିନ୍ମୟ ମିଶ୍ର କରୋନା ଆକ୍ରାନ୍ତ । ଏନେଇ ସେ ଟୁଇଟି କରି ସୂଚନା ଦେଇଛନ୍ତି । ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି, ଓ ସେ ହୋମ କ୍ୱାରେନଟାଇନରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ଟେଷ୍ଟ କରାଇବା ସହ ହୋମ