ବନ୍ୟା ଜଳରେ ଉବୁଟୁବୁ ଦଶରଥପୁର
ଯାଜପୁର: ଦଶରଥପୁର ବ୍ଲକ୍ ଦୁଦୁରୁଅଂଟା ଦେଇ ପ୍ରବାହିତ କାଣୀ ନଦୀବନ୍ଧ ସ୍ଥାନୀୟ ପଂଚାୟତ ସମେତ ଦଶରଥପୁର ବ୍ଲକର ନଦୀନାଳ ଘେରା ୧୦ଟି ପଂଚାୟତ ପାଇଁ ଅଭିସାପ ପାଲଟିଛି । ଚଳିତ ବର୍ଷର ୫୦ ଫୁଟ ଓସାର ଘାଇକୁ ଲଗାଇ ପୁର୍ବରୁ ବର୍ଷା ଋତୁରେ ଏଠାରେ ୫ ଥର ଘାଇ ହେବା ଯୋଗୁ ନିକଟସ୍ଥ ୧୦ ଗୋଟି!-->…