ଭିଡିଓ କନଫରେନ୍ସିଂ ଜରିଆରେ ହେବ କୋର୍ଟ କାର୍ଯ୍ୟ

କଟକ-ଆଜିଠାରୁ ରାଜ୍ୟରେ ସ୍ୱାଭାବିକ ହେବ କୋର୍ଟ କାର୍ଯ୍ୟ । ଏନେଇ ହାଇକୋର୍ଟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ତେବେ ସମସ୍ତ କାର୍ଯ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କରାଯିବ । ଯେଉଁ ଅଂଚଳରେ ସଟଡାଉନ କିମ୍ବା ଲକଡାଉନ ଭଳି କଟକଣା ଲାଗୁ ହୋଇଥିବ, ସେଠାରେ ଅଦାଲତ କାମ ହେବ ନାହିଁ

ଚଳିତ ସପ୍ତାହରେ ସିଲାବସ ନେଇ ନିଷ୍ପତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ସପ୍ତାହରେ ସିଲାବସ କମିବା ଉପରେ ନିଷ୍ପତି ନିଆଯିବ ଓ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୁର ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି କହିଛିନ୍ତି । ସେ ପ୍ରକାଶ କରିଛନ୍ତି ଯେ ସିଲାବସ ସମ୍ପର୍କରେ ପ୍ରମୁଖ ଗଣଶିକ୍ଷା ସଚିବଙ୍କ ଦ୍ୱାରା ଏଥିନେଇ ଯାଞ୍ଚ ଚାଲିଛି । ତିନିଟି

ପ୍ରକୃତି ଓ ପ୍ରବୃତି

ଏ ବିଶ୍ୱରେ ପ୍ରକୃତି କହିଲେ, ମଣିଷ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ବ୍ୟତିତ ଅନ୍ୟ ସମସ୍ତ ବସ୍ତୁ (ମ୍ୟାଟର୍)କୁ ବୁଝାଇଥାଏ । ପ୍ରବୃତି କହିଲେ ସାଧାରଣତଃ ଏ ବିଶ୍ୱର ପ୍ରାଣୀଜଗତ ଅର୍ନ୍ତଭୂକ୍ତ ସମସ୍ତ ଜଳଚର, ସ୍ଥଳଚର ଏବଂ ଉଭୟଚର ପଶୁପକ୍ଷୀ ଓ ସରିସୃପ ଜାତୀୟ ପ୍ରାଣୀଙ୍କୁ ବୁଝାଇଥାଏ ।

ଗାନ୍ଧି ପ୍ରତିମୂର୍ତୀ ତଳେ ସରପଂଚଙ୍କ ପ୍ରତିବାଦ ଧାରଣା

ବାଲିକୁଦା: ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତି ତଳେ ବାଲିକୁଦା ବ୍ଲକର ସରପଂଚ ମାନେ ବିଭିନ୍ନ ସମସ୍ୟାକୁ ନେଇ ଆଜି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇ ବସିଥିବା ଦେଖିବାକୁ ମିଳିଥିଲା । ସରପଂଚ ସଂଘ ସଭାପତି ନିରଞ୍ଜନ ପଣ୍ଡା, ସମ୍ପାଦକ ରମେଶ ପାଇଟାଳ. କୋଷାଧ୍ୟକ୍ଷ

ସ୍ୱାଧିନତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ଅନୁଗୋଳ: ମହାମାରୀ କରୋନାର ପ୍ରାଦୁର୍ଭାବ ବେଳେ ଚାରିଆଡେ ରକ୍ତ ସଂକଟ ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ ସ୍ୱେଛାସେବୀ ଅନୁଷ୍ଠାନ ଜୀବନ ସାଥୀ ଫାଉଣ୍ଡେସନ ପକ୍ଷରୁ ୭୪ତମ ସ୍ୱାଧିନତା ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଦଣ୍ଡସିଂହା ପ୍ରାଥମିକ ବିଦ୍ୟାଳୟ

ନୁତନ ଏ.ଏସ୍.ପି. ଙ୍କୁ ଭେଟିଲା ପାରାଦୀପ ପ୍ରେସ୍

ପାରାଦୀପ: ପାରାଦୀପର ନୁତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିÂ ପୁଲିସ ଅଧିକାରୀ ନିମାଇଁ ଚରଣ ସେଠୀ । ଗତ ଜୁନ୍ ୩୦ ତାରିଖରେ ପୁର୍ବତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ନୁ ଚରଣ ମିଶ୍ର ଅବସର ଗ୍ରହଣ କରିବାପରେ ଜଗତସିଂହପୁର ଏ.ଏସ୍.ପି. ବିଶ୍ୱନାଥ ମିଶ୍ର

ସ୍ୱାଧୀନତାର ମୂଳ ଲକ୍ଷ୍ୟର ସଫଳ ରୂପାୟନ ପାଇଁ ଆହ୍ୱାନ

ଯାଜପୁର: ଭ୍ରଷ୍ଟାଚାର ମୁକ୍ତ ରାଷ୍ଟ୍ର ଏବଂ ଦୁର୍ବଳ ତଥା ପଛରେ ଥିବା ମଣିଷଙ୍କ ପାଖରେ ସରକାରୀ ସୁବିଧା ସୁଯୋଗ ଏବଂ ଯୋଜନା ପହଂଚିବା ଦେଶର ମୁକ୍ତି ସଂଗ୍ରାମର ମୂଳ ଲକ୍ଷ ଥିଲା । ଏହି ମୂଳ ଲକ୍ଷର ସଫଳ ରୂପାୟନ ପାଇଁ ପ୍ରତ୍ୟେକ ଦେଶବାସୀ ନିଷ୍ଠାର ସହ ସଂଗ୍ରାମ କରିବାକୁ ୭୪ ତମ ସ୍ୱାଧୀନତା

ସୁନାନଦୀ ପୋଲ ଉପରେ ଆଣ୍ଠୁଏ ପାଣି

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ସହରର ମୁଖ୍ୟ ରାସ୍ତାରେ ଥିବା ସୁନାନଦୀ ପୋଲର ମରାମତିର ଏକ ମାସ ନପୁରୁଣୁ ପୋଲ ଉପରେ ଆଣଣ୍ଠୁଏ ପାଣିର ଲହଡି ମାରୁଥିବା ଦେଖାଯାଇଛି । ଲଗାଣ ବର୍ଷା ଜଳରେ ସୁନାନଦୀର ପାଣି ପୋଲ ଉପରକୁ ଉଠିନଥିଲେ ମଧ୍ୟ ପୋଲ ଉପରେ ଜଳନିଷ୍କାସନ ହୋଇନପାରି ଆଣ୍ଠୁଏ ପାଣି ଜମି

ମତ୍ସ୍ୟଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ନୂଆ ଯୋଜନା

ଭୁବନେଶ୍ବର : ମତ୍ସ୍ୟ ଚାଷକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କୁ ଜୀବିକା ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାର ‘ବାୟୋଫ୍ଲକ(ଜୈବପୁଞ୍ଜ) ପଦ୍ଧତିରେ ସଘନ ମାଛଚାଷ ନିମନ୍ତେ ପ୍ରୋତ୍ସାହନ’ ନାମକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହି ମାଛ ଚାଷ ଖୁବ କମ ଜାଗାରେ କରାଯାଇପାରିବ। ଯେକୌଣସି

ଏହି ଶାଢ଼ୀ ପିନ୍ଧିଲେ ହେବ ନାହିଁ କରୋନା

ଭୋପାଳ: କୋଭିଡ଼-୧୯ ବିରୋଧରେ ବିଜୟୀ ହେବା ନିମନ୍ତେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ ଆୟୁଷ କାଢ଼ା ସହିତ ବିଭିନ୍ନ ପ୍ରକାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସାମଗ୍ରୀ (ଇମ୍ୟୁନିଟି ବୁଷ୍ଟର) ବଜାରରେ ଉପଲବ୍ଧ ହେଉଛି । ମାତ୍ର