ଆଉ ମାସେ ଗୁରୁତ୍ୱପୂର୍ଣ୍ଣ: ବିଏମସି କମିଶନର
ଭୁବନେଶ୍ୱର- ଜୁଲାଇ ଅପେକ୍ଷା ଅଗଷ୍ଟ ମାସରେ କରେନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ପାର କରୁଛି । ତେଣୁ ଆଉ ମାସେ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମକୁ ସର୍ତକ ହୋଇ ରହିବାକୁ ପଡିବ ବୋଲି ବିଏମସି କମିଶନର କହିଛନ୍ତି । ଭଚବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା । ସର୍ଭେ ରିପୋର୍ଟ!-->…