ପୋଲ ତଳକୁ ଓଲଟିଲା ଜନନୀ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଗର୍ଭବତି
ବାଲେଶ୍ଵର : ବାଲେଶ୍ଵର ଜିଲା ଖଇରା ଠାରେ ଏକ ଜନନୀ ଆମ୍ବୁଲାନ୍ସ ପୋଲ ତଳ ଓଲଟି ପଡିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି ଜଣେ ଗର୍ଭବତିଙ୍କୁ ନେଇ ଆଜି ଭୋର ସମୟରେ ମେଡିକାଲ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସୋର-କୁପାରୀ ରାସ୍ତାର କୋଚିଆକୋଇଲି ନୟନଯୋରି ପାଖରେ ପୋଲ ତଳକୁ!-->…