କରୋନାରେ ଟିଏମସି ବିଧାୟକ ମୃତ
କଲକତା : ସାରାବିଶ୍ବରେ ଏବେ ଆତଙ୍କ ମଚାଉଛି ମହାମାରୀ କରୋନା । ଆକ୍ରାନ୍ତଙ୍କ ହାର ବଢିବା ସହ ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିଛି । ଏପଟେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ସମରେଶ ଦାସଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେ କଲକାତାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା!-->…