ଦିନକରେ ୪୭,୮୮୭ ନମୁନା ପରୀକ୍ଷା

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୪୭,୮୮୭ ନୁମନା ପରୀକ୍ଷା କରାଯାଇଛି । ୪୦,୭୧୬ ଆଂଟିଜେନ ୭୦୦୦ ଆରଟିପିସିଆର ପରୀକ୍ଷା କରାଯାଇଛି । ଏନେଇ ସୂଚନା ଦେଇଛନ୍ତ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଦୈନିକ ୫୦ ହଜାର କୋଭିଡ ଟେଷ୍ଟ କରାଯାଉଛି । ଗତ ୫ ଦିନ ମଧ୍ୟରେ

ଲାଲକିଲ୍ଲାରୁ ପତକା ଉତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ୭୪ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲକିଲ୍ଲା ଠାରେ ପତକା ଉତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଥମେ ବୀର ସହିଦଙ୍କୁ ସମ୍ମାନ ଜଣାଇବା ସହିତ କରୋନା ଯୋଦ୍ଧାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଆଗକୁ ବଢିବା ପାଇଁ ଆଜିର

ପତକା ଉତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-କୋଭିଡ କଟକଣା ସତ୍ୱେ ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ପାଳିତ ହେଲା ସ୍ୱାଧୀନତା ଦିବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତକା ଉତୋଳନ କରି ରାଜ୍ୟବାସୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବୀର ଯବାନ ଓ କୋଭିଡ ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ଭାରତ ଓ ଭାରତୀୟ

ଆଜି ହୋଉଛି ଆମ ଦେଶର ୭୪ତମ ସ୍ୱାଧିନତା ଦିବସ । ଏହି ଅବସରରେ ଯେଉଁ ମହାନ ସ୍ୱାଧୀନତା ସଂଗ୍ରାମୀମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ଓ ରକ୍ତକୁ ପାଣି ଭଳି ନିଗାଡି ଏ ଦେଶର ପରାଧିନ ଭାରତୀୟଙ୍କ ହୁଦୟରେ ବିଦ୍ରୋହର ବହ୍ନି ଜାଳି ଏ ଦେଶକୁ ବିନା ଲକ୍ଷପାତରେ ଅହିଂସା ଆନେ୍ଦାଳନ ମଧ୍ୟ ଦେଇ ସ୍ୱାଧିନ

ରେକର୍ଡ ଭାଙ୍ଗିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ରେକର୍ଡ କରିଛନ୍ତି । ଦେଶର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଶାସନ କରିବାର ସୁଯୋଗ ୬୭ ବର୍ଷୀୟ ମୋଦୀ ହାସଲ କରିଛନ୍ତି । ପୂର୍ବରୁ ଅଟଳ ବିହାରୀ ବାଜପେୟୀ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ୨୨୬୮ ଦିନ

ବନ୍ଧରେ ବୁଡି ଯୁବକ ମୃତ

ବାରିପଦା: ତିରିଂ ବ୍ଲକର ସାନସାଦମ ଗ୍ରାମବାସୀ ବାଲିଆ ହାଁସଦା ଓ ମିରୁ ହାଁସଦାଙ୍କ ପୁଅ ବାସେତ ହାଁସଦା(୨୪)ଙ୍କ ବନ୍ଧରେ ବୁଡି ମୃତ୍ୟ ହୋଇଛି ।ପୋଖରିଆ ଗ୍ରାମର ବନ୍ଧରେ ବଳଦକୁ ଗାଧୋଇବା ସମୟରେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ । ଉକ୍ତ ଦୁଃଖଦ ଘଟଣା ବିଷୟରେ ଖବର ପାଇ ଆଜି ମୟୁରଭ ବିଜେଡି

ଭାରତ ମୁଣ୍ଡା ସମାଜ ପାଳନ କଲା ବିଶ୍ୱ ଆଦିବାସୀ ଦିବସ

ବାରିପଦା: ଭାରତମୁଣ୍ଡା ସମାଜର ଓଡିଶା ରାଜ୍ୟ ସଭାପତି ଶ୍ରୀଯୁକ୍ତ ରବିନ୍ଦ୍ରନାଥ ସିଂହଙ୍କ ସଭାପତିତ୍ୱରେ ତୁଳସୀଚଉରା ସ୍ଥିତ ବିର୍ସାମୁଣ୍ଡା ମେମୋରିଆଲ ହଲ୍ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛିା ଭାରତ ମୁଣ୍ଡା ସମାଜର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନାଥ ସିଂହ

ବିଦ୍ୟାଳୟରୁ ତିନିଲକ୍ଷ ଟଙ୍କାର ଦ୍ରବ୍ୟ ଚୋରୀ ମାମଲା

ବାରିପଦା: ସ୍ଥାନୀୟ ପାଲବଣୀ ସ୍ଥିତ ଲେଡି ହେମିଲେଟନ ସରକାରୀ ଉଚ୍ଚ ବିଦୟାଳୟରେ କୋଭିଡ -୧୯ ର ସ୍ୱାବ କଲେକସନ ସେଂଟର ପରିଚାଳିତ ହେଉଥିବା ବେଳେ, ନିର୍ଜନତାର ସୁଯୋଗ ନେଇ ଚୋରପଶି ବିଦ୍ୟାଳୟର କମ୍ପୁଟର ଲ୍ୟାବ, ସାଇନ୍ସ ଲ୍ୟାବ, ସମେତ ଶ୍ରେଣୀ ଗୃହ ମାନଙ୍କର ତାଲାବାଙ୍ଗି ଗତ ୧୧ ତାରିଖ ରାତିରେ

ହାତୀ ଉପଦ୍ରବରେ ନଷ୍ଟ ହେଉଛି ଫସଲ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବହୁ ସମୟରେ ଝାଡ଼ଖଣ୍ଡ ହାତୀ ଉପଦ୍ରବ ଫଳରେ ବହୁ ଫସଲ ସହିତ ଧନଜୀବନ ନଷ୍ଟ ହେଉଛି ।ନିକଟରେ ଜିଲ୍ଲାର ତିରିଂ ବ୍ଲକର ଉପାନ୍ତ ଗ୍ରାମ ବଡ଼ଭୁଣ୍ଡୁ ଓ ଚାଙ୍ଗୁଆ ଗ୍ରାମରେ ପଡେଶୀ ରାଜ୍ୟର ବଣୁଆ ହାତୀ ପଲ ରାତି ସମୟରେ ଚାଷ ଜମିରେ ପଶି ବ୍ୟାପକ ଫସଲ ଧାନ ଗଛ ଓ

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ: ମୟୂରଭଞ୍ଜରେ ପାସ ହାର ୬୪.୪୨%

ବାରିପଦା: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ପକ୍ଷରୁ ଯୁକ୍ତ ୨ ବିଜ୍ଞାନର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି । ଚଳିତବର୍ଷ ଉତର ଓଡ଼ିଶା ଜୋନର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାସ ହାର ୭୧.୭ ପ୍ରତିଶତ ରହିଛି । ତେବେ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ ମୟୂରଭଞ୍ଜ