ପାହାଡ଼ରୁ ଖସିଲା ପଥର ୨ ମୃତ, ଅନେକ ଆହତ
ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ମଣ୍ଡୀରେ ପ୍ରବଳ ବର୍ଷା କାରଣରୁ ବହୁ ସମସ୍ୟା ସୃଷ୍ଟି ହୋଇଛି। ଶୁକ୍ରବାର ସକାଳ ସମୟରେ ମଣ୍ଡୀ ଜିଲାରେ ଶ୍ରୀ ହନୋଗୀ (ସରସ୍ୱତୀ)ଙ୍କ ମନ୍ଦିର ନିକଟରେ ୨ଟି ଯାନ ଉପରକୁ ପାହାଡରୁ ପଥର ଖସିପଡ଼ିଥିବା ଜଣାପଡ଼ିଛି। ଏଥିପଥର ପଥର ତଳେ ଦବି ଯାଇ ୨ ଜଣଙ୍କର!-->…