ନନ୍ଦନକାନନରେ ବିଶ୍ୱ ହସ୍ତୀ ଦିବସ, ହାରପିସ୍ ଭୟରେ କୁନି ହାତୀ ଅଲଗା
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି । ଗୋଟିଏ ପଟେ କରୋନା କଟକଣା ଓ ଅନ୍ୟ ପକ୍ଷରେ ମାରାତ୍ମକ ହାରପିସ୍ ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ କର୍ତୃପକ୍ଷ ବ୍ୟାପକ ସତର୍କତା ଅବଲମ୍ବନ କରିଥିଲେ । ତେଣୁ କୁନି ହାତୀ ‘ମାମା’କୁ ବଡ଼ ମାଈ!-->…