ଟ୍ବିଟ କରି ସଞ୍ଜୟ ଦତ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ଯୁବରାଜ
ନୂଆଦିଲ୍ଲୀ: ବଲିଉଡ଼ର ଅଭିନେତା ସଞ୍ଜୟ ଦତ୍ତଙ୍କର ଫୁସଫୁସ କର୍କଟ ରୋଗ ତୃତୀୟ ପର୍ଯ୍ୟୟରେ ଅଛି। ଏହି କାରଣରୁ ସେ କାମରୁ ବିରତି ନେଇଛନ୍ତି । ସଞ୍ଜୟ ଦତ୍ତ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସକଙ୍କୁ ଏହାର ସୂଚନା ଦେଇଥିଲେ। ଏହା ପରେ କ୍ୟାନସରକୁ ପରାସ୍ତ କରିଥିବା ପୂର୍ବତନ ଭାରତୀୟ!-->…