ଟିସକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବ ‘ସ୍ୱଚ୍ଛ କର: ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ସଚ୍ଚୋଟ ଟିକସଦାତାଙ୍କୁ ଉତ୍ସାହିତ କରିବା ଏବଂ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଏକ ନୂତନ ସ୍ୱତନ୍ତ୍ର ପ୍ଲାଟଫର୍ମ ଆରମ୍ଭ କରିଛନ୍ତି। ଏହାର ନାମ ହେଉଛି ‘ସ୍ୱଚ୍ଛ କର: ସଚ୍ଚୋଟଙ୍କୁ ସମ୍ମାନ’। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି

୨ ଆତଙ୍କୀ ଶିବିର ଧ୍ଵଂସ କଲା ସେନା, ବିପୁଳ ଗୋଳାବାରୁଦ ଜବତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ବଦରୁ ଏବଂ ବାରସୋ ଅଞ୍ଚଳରେ ଥିବା ୨ଟି ଆତଙ୍କବାଦୀ ଶିବିରକୁ ଗୁରୁବାର ଧ୍ଵଂସ କରିଛି ଭାରତୀୟ ସେନା। ଲଶ୍ମର-ଏ-ତଏବାର ଏହି ୨ଟି ଶିବିରରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେନାର ୫୦ ଆରଆର, ସିଆରପିଏଫର ୧୩୦

ମସ୍ତକ ପଛରେ ଚୀନ୍?

ଗଲୱାନ ଉପତ୍ୟକାରେ ନିକଟ ଅତିତରେ ବିନା ଗୁଳିଗୋଳାରେ ଯେପରି ଭାବେ ରକ୍ତାକ୍ତ ସଂଘର୍ଷ ଘଟି ଉଭୟ ପକ୍ଷର କିଛି ସୈନ୍ୟ ମୃତାହତ ହେଇଥିଲେ, ତାହା ଚୀନ ଏକ ସୁଚିନ୍ତିତ ଯୋଜନା ଥିଲା ବୋଲି ଏବେ ଜଣା ପଡୁଛି । ୧୯୬୦ର ଭାରତ - ଚାଇନା ଯୁଦ୍ଧ ପରେ ଆମ ଦେଶର ବ୍ୟାପକ ସ୍ଥଳଭାଗ ଚୀନ୍ କବ୍ଜାକୁ

ଲାଇନ୍ସ କ୍ଲବ ସ୍ମାଇଲ୍ ପକ୍ଷରୁ ଇନ୍ଷ୍ଟାଲେସନ୍ ଉତ୍ସବ ପାଳିତ

ଭୁବନେଶ୍ୱର: ଲାଇନ୍ସ କ୍ଲବ୍ ସ୍ମାଇଲ୍ ତାର ଇନ୍ଷ୍ଟାଲେସନ୍ ଉତ୍ସବ ପାଳିତ ହୋଇଛି । ଲାୟନ ଅମିତା ଜେନା ମ୍ୟାଡମ୍ (ଇନ୍ଷ୍ଟାଲେସନ୍ ଅଫିସ୍) ନୂଆ ମେମ୍ବର ମମତା ମହାପାତ୍ର (ମେମ୍ବରସିପ୍ ଚେୟାର ଫରସନ୍) ଏବଂ ପ୍ରସନ୍ନଜିତ୍ ମିତ୍ର (ଉପସଭାପତି) ଭାବରେ ମନୋନିତ ହୋଇଛନ୍ତି । ସେଠାରେ ସଭାପତି

୬ ବର୍ଷରେ ମଲେଣି ୧୪୬ ହାତୀ ଓ ଅଧିକ ମଣିଷ

ଅନୁଗୁଳ: ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ-ମଣିଷ ଲଢେ଼ଇ । ମହାନଦୀ ହାତୀ କରିଡ଼ର ଅଂଚଳରେ ଆସୁଥିବା ଅନୁଗୁଳ ଓ ଢେ଼ଙ୍କାନାଳ ଜିଲ୍ଲାରେ ହାତୀ-ମଣିଷର ଏ ଲଢେ଼ଇ କ୍ରମଶଃ ତୀବ୍ର ହୋଇଛି । ଗତ ୬ ବର୍ଷ ଆଉ ୪ ମାସ ମଧ୍ୟରେ ଏହି ଦୁଇ ଜିଲ୍ଳାରେ ୧୪୬ଟି ହାତୀ ମରିଥିବା ବେଳେ ହାତୀ ଆକ୍ରମଣରେ ୧୯୨

ନଡକା ନାଳରୁ ନିଖୋଜ ଶିଶୁପୁତ୍ରର ଶବ ଉଦ୍ଧାର

ଯାଜପୁର: ଶନିବାର ସକାଳୁ ନିଖୋଜ ଥିବା ଶିଶୁପୁତ୍ରର ମୃତ ଶରୀରକୁ ଘର ପାଖ ଦେଇ ପ୍ରବାହିତ ନଡ଼କା ନାଳରୁ ଉଦ୍ଧାର କରାଯାଇଛି । ପ୍ରଥମେ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ପରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ତଥା ଓଡ଼୍ରାଫ୍ ଟିମ୍ ପକ୍ଷରୁ ଶିଶୁ ପୁତ୍ରକୁ ଠାକ କରିବାର ଉଦ୍ୟମ ଜାରି

ମୟୁରଭଞ୍ଜରେ ଖୋଲିବ ୩ଟି ନୂତନକୋର୍ଟ

ଭୁବନେଶ୍ୱର: ଓଡିଶା ଉଚ୍ଚ ନ୍ୟାୟାଳୟ ଚିଠି ସଂଖ୍ୟା ୭୩୫୪ (୨୪) ତା୦୭/୦୮/୨୦୨୦ରିଖ ବିଜ୍ଞପ୍ତି ଅନୁସାରେ ଜିଲ୍ଲାର ଯଶିପୁର, ରାସଗୋବିନ୍ଦପୁର ଓ ଠାକୁରମୁଣ୍ଡା ଠାରେ ସିଭିଲ୍ ଜଜ କୋର୍ଟ ପ୍ରତିଷ୍ଠା କରାଯିବା ସଂବଧେ ନିର୍ଦେଶ ଦେଇଥିବା ଫଳରେ ଏହି ଆଦିବାସି ଅଧ୍ୟୁଷିତ ଶିଳ୍ପ ବିହୀନ ଅର୍ଥ

ସ୍ୱେଚ୍ଛାକୃତ ଟେଷ୍ଟିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: କରୋନା ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ୱେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି । ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ : ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର :  ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ମୋଟ ୨୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ବୈଠକ ପରେ ଗଣ ମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଶିଳ୍ପ ଏବଂ କାରଖାନା

ସିଏସ୍‍ଆର୍‍ ସର୍ଭେ: ଦେଶର ୨୦ ଶ୍ରେଷ୍ଠ ଇଞ୍ଜିନିଅରିଂ କଲେଜରେ ଆଇଟିଆର୍ ସ୍ଥାନ ଏକାଦଶ

ଭୁୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନିକାଲ ଏଜୁକେସନ୍‍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‍) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍‍ ଏମିନେନ୍ସ ଭାବେ କମ୍ପିଟିସନ୍‍ ସକ୍‍ସେସ୍‍ ରିଭ୍ୟୁ (ସିଏସ୍‍ଆର୍‍) ସର୍ଭେ