ସ୍ୱାଧୀନତା ଦିବସ ଉତ୍ସବସ୍ଥଳକୁ ଜନସାଧାରଣଙ୍କ ପ୍ରବେଶ ମନା

ଭୁବନେଶ୍ୱର : କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟସ୍ତର ଠାରୁ ଆରମ୍ଭ କରି ଜିଲା, ବ୍ଲକ ଓ ପଞ୍ଚାୟତସ୍ତରରେ ସ୍ୱାଧୀନତା ଦିବସ ଉତ୍ସବସ୍ଥଳୀକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟସ୍ତରୀୟ ପରେଡ ଉତ୍ସବରେ ୩୦ ଜଣ କୋଭିଡ ଯୋଦ୍ଧା ସାମିଲ ହେବ। ସାମାଜିକ

ଆଇଆରବି ଯବାନଙ୍କ ତାଲିମ ବେଳେ ମହାନଦୀରେ ବୁଡି ଯବାନ ମୃତ

ବୌଦ୍ଧ  : ବୌଦ୍ଧ ମହାନଦୀରେ ଆଇଆରବି ଯବାନଙ୍କ ତାଲିମ ଚାଲିଥିବାବେଳେ ଜଣେ ଯବାନ ମହାନଦୀରେ ବୁଡି ପ୍ରାଣ ହରାଇଥିବା ଜଣାଯାଇଛି। ମିଳିଥବା ସୂଚନା ମୁତାବକ ବୌଦ୍ଧ ପଞ୍ଚମ ଆଇଆରବି ବାଟାଲିୟନ ର ଯବାନମାନଙ୍କୁ ବୌଦ୍ଧ ମହାନଦୀର ଅପରପାର୍ଶ୍ୱରେ କିଆକଟା ପଞ୍ଚାୟତର ବାଙ୍କପାଲ ଘାଟଠାରେ ଓଡ୍ରାଫ

କରୋନା ଆକ୍ରାନ୍ତ ଶୁଣି ହୃଦ୍‌ଘାତରେ ମୃତ୍ୟୁ

ରଣପୁର : ନୟାଗଡ ଜିଲା ରଣପୁର ବ୍ଲକ ରାଜସୁନାଖଳା ଗ୍ରାମ ସୁନାଖଳା ସାହିର ଶ୍ୟାମ ସାହୁ (୬୩)। ଗତ କିଛି ବର୍ଷ ତଳେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିଲେ। ଚାରି ଦିନ ତଳେ ତାଙ୍କର ଜ୍ୱର ହେବାରୁ ଔଷଧ ସେବନ କରିଥିଲେ। ତେବେ ସମ୍ପୂର୍ଣ୍ଣ ଉପଶମ ହୋଇ ନ ଥିବାବେଳେ

ସରକାରୀ ଯୋଜନା କାହା ପାଇଁ : ଭିନ୍ନକ୍ଷମ ଝିଅ ପାଇଁ କିଛି ନାହିଁ

ଗଡ଼ମଧୁପୁର : ରାଜ୍ୟ ହୁଅନ୍ତୁ ଅବା କେନ୍ଦ୍ର ସରକାର। ଉଭୟ ସରକାର ଏବେ ଏକରୁ ଅନେକ ଯୋଜନା ସାଧାରଣ ଜନତା ଓ ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ କରିଥିବା ବେଳେ ଅନେକ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ନପାରି ବାଟ ବଣା ହୋଇଛି। ରାସନ ସାମଗ୍ରୀ ଯୋଗାଣ କ୍ଷେତ୍ରରେ

୪୨୦୦୦ ଲିଟର ପିଡିଏସ କିରାସିନ ଜବତ : ୪ ଗିରଫ

ଭୁବନେଶ୍ବର : ବହୁ ଦିନରୁ ପିଡିଏସ୍‌ କିରାସିନ ଚୋରାଚାଲାଣକାରୀଙ୍କ ପିଛାରେ ପଡ଼ିଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ମିଳିଛି ବଡ଼ ସଫଳତା। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପିଡିଏସ୍‌ କିରାସିନ ଜବତ କରିବା ପରେ ଏହାର ମୂଳ ଖୋଜିବାକୁ ଯାଇ ଏସ୍‌ଟିଏଫ ସୋମବାର ରାତିରେ

ଏବେ ବି ପ୍ରଣବଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ବୁଧବାର ସେ ଚିକିତ୍ସିତ ହେଉଥିବା ସେନା ହସ୍ପିଟାଲ ପକ୍ଷରୁ ଏ ନେଇ ବୁଲେଟିନ୍‌ ଜାରି କରାଯାଇ ସୂଚନା ଦିଆଯାଇଛି। ପ୍ରବଣ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ

ଅଗଷ୍ଟ ୨୧ ରୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ, ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ

ଭୁବନେଶ୍ବର: ଅଗଷ୍ଟ ୨୧ରୁ +୨ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ନାମଲେଖା ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ସାମ୍ସ (SAMS) ସେଣ୍ଟର ଜରିଆରେ ଅନଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ।  ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏ ନେଇ ବୁଧବାର ବିଦ୍ୟାଳୟ

ପାକିସ୍ତାନକୁ ବଡ଼ ଝଟ୍‌କା ଦେଲା ସାଉଦି ଆରବ; ତେଲ ଓ ଋଣ ଦେବାକୁ ମନା କଲା

ଲଣ୍ଡନ: ସାଉଦି ଆରବ ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଦେଇଛି। ତୈଳ କିମ୍ବା ଋଣ ନ ଦେବାକୁ ସାଉଦି ଆରବ ପାକିସ୍ତାନକୁ ରୋକଠୋକ୍‌ ମନା କରିଦେଇଛି। ଫଳରେ ଦୁଇ ଦେଶ ମଧ୍ୟରେ ଦସନ୍ଧି ଧରି ଚାଲିଆସିଥିବା ସମ୍ପର୍କର ଅବସାନ ଘଟିଛି। କେବଳ ଏତିକି ନୁହେଁ, ଏବେ ଋଣରେ ବୁଡ଼ିଥିବା ପାକିସ୍ତାନ ସାଉଦି

ସୁକ୍‌ମାରେ ପୁଲିସ ସହ ଗୁଳିବିନିମୟ; ୪ ମାଓବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ସୁକମା: ଛତିଶଗଡ଼ର ସୁକମା ଜିଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟ​‌ରେ ବୁଧବାର ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି ଯେ, ରିଜର୍ଭ ଫୋର୍ସ, ୨୦୧ ବାଟାଲିୟନ କୋବ୍ରା ଏବଂ ୨୨୩ ବାଟାଲିୟନର ସିଆରପିଏଫ ଯବାନଙ୍କୁ

ବିଶ୍ଵ ହାତୀ ଦିବସ ; ଚାଲିଗଲା ଆଉ ଏକ ହାତୀର ଜୀବନ

ସମ୍ବଲପୁର : ବିଶ୍ଵ ହାତୀ ଦିବସ ପାଳନ କରାଯାଉଥିବା ବେଳେ ଓଡିଶାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାଟି ସମ୍ବଲପୁର ଜିଲା ଯୁଜୁମୁରା ବ୍ଲକ ଧମା ବନାଂଚଳ ଅଧିନସ୍ତ ଦିଗଜୋହରଣ ( କୋଳଗାଁ ) ଗ୍ରାମର।ସୂଚନା ଅନୁଯାୟୀ ହାତୀଟି ଏହି ଅଂଚଳରେ ପୂର୍ବରୁ ଚଲା ବୁଲା କରୁଥିଲା।