୪୨୦୦୦ ଲିଟର ପିଡିଏସ କିରାସିନ ଜବତ : ୪ ଗିରଫ

ଭୁବନେଶ୍ବର : ବହୁ ଦିନରୁ ପିଡିଏସ୍‌ କିରାସିନ ଚୋରାଚାଲାଣକାରୀଙ୍କ ପିଛାରେ ପଡ଼ିଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ମିଳିଛି ବଡ଼ ସଫଳତା। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପିଡିଏସ୍‌ କିରାସିନ ଜବତ କରିବା ପରେ ଏହାର ମୂଳ ଖୋଜିବାକୁ ଯାଇ ଏସ୍‌ଟିଏଫ ସୋମବାର ରାତିରେ

ଏବେ ବି ପ୍ରଣବଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ବୁଧବାର ସେ ଚିକିତ୍ସିତ ହେଉଥିବା ସେନା ହସ୍ପିଟାଲ ପକ୍ଷରୁ ଏ ନେଇ ବୁଲେଟିନ୍‌ ଜାରି କରାଯାଇ ସୂଚନା ଦିଆଯାଇଛି। ପ୍ରବଣ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ

ଅଗଷ୍ଟ ୨୧ ରୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ, ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ

ଭୁବନେଶ୍ବର: ଅଗଷ୍ଟ ୨୧ରୁ +୨ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ନାମଲେଖା ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ସାମ୍ସ (SAMS) ସେଣ୍ଟର ଜରିଆରେ ଅନଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ।  ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏ ନେଇ ବୁଧବାର ବିଦ୍ୟାଳୟ

ପାକିସ୍ତାନକୁ ବଡ଼ ଝଟ୍‌କା ଦେଲା ସାଉଦି ଆରବ; ତେଲ ଓ ଋଣ ଦେବାକୁ ମନା କଲା

ଲଣ୍ଡନ: ସାଉଦି ଆରବ ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଦେଇଛି। ତୈଳ କିମ୍ବା ଋଣ ନ ଦେବାକୁ ସାଉଦି ଆରବ ପାକିସ୍ତାନକୁ ରୋକଠୋକ୍‌ ମନା କରିଦେଇଛି। ଫଳରେ ଦୁଇ ଦେଶ ମଧ୍ୟରେ ଦସନ୍ଧି ଧରି ଚାଲିଆସିଥିବା ସମ୍ପର୍କର ଅବସାନ ଘଟିଛି। କେବଳ ଏତିକି ନୁହେଁ, ଏବେ ଋଣରେ ବୁଡ଼ିଥିବା ପାକିସ୍ତାନ ସାଉଦି

ସୁକ୍‌ମାରେ ପୁଲିସ ସହ ଗୁଳିବିନିମୟ; ୪ ମାଓବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ସୁକମା: ଛତିଶଗଡ଼ର ସୁକମା ଜିଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟ​‌ରେ ବୁଧବାର ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି ଯେ, ରିଜର୍ଭ ଫୋର୍ସ, ୨୦୧ ବାଟାଲିୟନ କୋବ୍ରା ଏବଂ ୨୨୩ ବାଟାଲିୟନର ସିଆରପିଏଫ ଯବାନଙ୍କୁ

ବିଶ୍ଵ ହାତୀ ଦିବସ ; ଚାଲିଗଲା ଆଉ ଏକ ହାତୀର ଜୀବନ

ସମ୍ବଲପୁର : ବିଶ୍ଵ ହାତୀ ଦିବସ ପାଳନ କରାଯାଉଥିବା ବେଳେ ଓଡିଶାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାଟି ସମ୍ବଲପୁର ଜିଲା ଯୁଜୁମୁରା ବ୍ଲକ ଧମା ବନାଂଚଳ ଅଧିନସ୍ତ ଦିଗଜୋହରଣ ( କୋଳଗାଁ ) ଗ୍ରାମର।ସୂଚନା ଅନୁଯାୟୀ ହାତୀଟି ଏହି ଅଂଚଳରେ ପୂର୍ବରୁ ଚଲା ବୁଲା କରୁଥିଲା।

ଭୂକମ୍ପ ଆସିବା ପୂର୍ବରୁ ସତର୍କ କରାଇବ ଗୁଗଲ, ଆଣ୍ଡ୍ରଏଡ୍‌ ଫୋନରୁ ମିଳିବ ସୂଚନା

ନୂଆଦିଲ୍ଲୀ: ଏଣିକି ଭୂକମ୍ପ ଆସିବା ପୂର୍ବରୁ ଲୋକଙ୍କୁ ସତର୍କ କରାଇଦେବ ସର୍ଚ୍ଚ ଇଞ୍ଜିନ ଗୁଗଲ। ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀଙ୍କୁ ଏହାର ଫାଇଦା ଉପଲବ୍ଧ ହେବ। ଏଭଳି ଏକ ଟେକ୍ନୋଲୋଜି ବିକାଶ କରୁଛି ଗୁଗଲ। ଏହାର ନାମ ରହିଛି ଆର୍ଥକ୍ଵେକ୍‌ ୱାର୍ଣ୍ଣିଂ ଟୁଲ୍‌ସ। ଆଣ୍ଡ୍ରଏଡ୍‌ ଫୋନ୍‌

ବିଶ୍ୱ ହସ୍ତୀ ଦିବସ

ହସ୍ତୀ ସଂରକ୍ଷଣ ଓ ସୁରକ୍ଷା ପାଇଁ ୨୦୧୧ରେ କାନାଡାର ଚଳଚ୍ଚିତ୍ର ନିର୍ମାତା ପାଟ୍ରିସିଆ ସିମ୍‌ସ ଓ ମାଇକେଲ୍‌ କ୍ଲାର୍କ ତଥା ଥାଇଲାଣ୍ଡସ୍ଥିତ ‘ଏଲିଫ୍ୟାଣ୍ଟ୍‌ ରିଇଣ୍ଟ୍ରଡକ୍ସନ ଫାଉଣ୍ଡେସନ’ର ସଦସ୍ୟ-ସଚିବ ସିବାପୋର୍ଣ୍ଣ ଦର୍ଦରାନନ୍ଦଙ୍କ ଦ୍ବାରା ଏହି ଦିବସର ପରିକଳ୍ପନା କରାଯାଇଥିଲା। ୨୦୧୨

ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ

ୱାଶିଂଟନ: ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ହେବେ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ । ଡ଼େମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇନେଡ଼ ଏ କଥା ଘୋଷଣା କରିଛନ୍ତି । ଏହି ପଦ ନିମନ୍ତେ ନିର୍ବାଚନ ଲଢ଼ିବାରେ ସେ ପ୍ରଥମ କୃଷ୍ଣକାୟ ମହିଳା । କମଳା ଭାରତୀୟ ବଂଶୋଦ୍ଭବ ଓ ଜାମାଇକାର

ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ , ପାସ ହାରରେ ଛାତ୍ରଙ୍କ ବାଜିମାତ

ଭୁବନେଶ୍ବର: ବୁଧବାର ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ( ସିଏଚଏସଇ )ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷ ଫଳ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରି ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୭୦.୨୧ ପ୍ରତିଶତ