ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ
ୱାଶିଂଟନ- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ସମୟରେ ହ୍ୱାଇଟହାଉସ ନିକଟରେ ଗୁଳି ଫୁଟିଥିଲା । ସମ୍ମିଳନୀ ଅଧାରୁ ବନ୍ଦ ରହିଥିଲା ଓ ଟ୍ରମ୍ପଙ୍କ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ତେବେ କିଛି ସମୟ ପରେ ପୁଣି ଥିରେ!-->…