ଶ୍ରଦ୍ଧାଳୁଙ୍କ ସହ କମୁଛି ଦାନଦକ୍ଷିଣା, ପୂଜାରୀ ପ୍ରଭାବିତ
ସାରନଗରୀ : ମହାମାରୀ କରୋନାର ବିଭୀଷିକା ବଢିବାରେ ଲାଗିଛି । ରାଉରକେଲାର ବିଭିନ୍ନ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସେହିପରି ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ତଥା ନିକଟବର୍ତି ଅଂଚଳ ବାଲିଯୋଡ଼ି, ନବକୃଷ୍ଣନଗର, ଉତ୍କଳନଗର,ଟାଙ୍ଗରପାଲୀ, ଜଲଦା ସମେତ ଫର୍ଟିଲାଇଜର!-->…