କୋଭିଡ ହସ୍ପିଟାଲରେ ନିଆଁ
ଅହମଦାବାଦ- ଗୁଜୁରାଟ ଅହମଦାବାଦ ସ୍ଥିତ ଏକ ଘରୋଇ କୋଭିଡ-୧୯ ହସ୍ପିଟାଲରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୮ ଜଣ ରୋଗୀ ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ୮ ଜଣଙ୍କ ମଧ୍ୟରୁ ପାଂଚ ଜଣ ପୁରୁଷ ଓ ତିନି ଜଣ ମହିଳା ଅଛନ୍ତି । ମେଡିକାଲରେ ଥିବା ଅନ୍ୟ ୩୫ ରୋଗୀଙ୍କୁ ଅନ୍ୟ!-->…