ଅନାହାରରେ ପ୍ରାଣ ହରାଇବେ ଲକ୍ଷାଧିକ ଶିଶୁ
ନୂଆଦିଲ୍ଲୀ: କରୋନା ପ୍ରଭାବରେ ବିଶ୍ୱବ୍ୟାପୀ ଅନେକ ଲୋକଙ୍କୁ ଅନାହାରରେ ଜୀବନ ବିତାଇବାକୁ ପଡୁଛି । ଅଧିକାଂଶ ଭଦ୍ୟୋଗ ବନ୍ଦ ହୋଇ ରହିଥିବାରୁ ଛୋଟ ବ୍ୟବସାୟୀ ଏବଂ କର୍ମଚାରୀମାନେ ରୋଜଗାର ହରାଇଛନ୍ତି । ଫଳରେ ଦିନକୁ ଦୁଇ ବେଳା ଖାଦ୍ୟ ଯୋଗାଡ କରିବା ଅନେକ ଲୋକଙ୍କ ପାଇଁ କାଠିକର ପାଠ!-->…