ଫ୍ରାନ୍ସରୁ ଆସୁଛି ରାଫେଲ

ନୂଆଦିଲ୍ଲୀ: ଶେଷରେ ଭାରତୀୟ ବାୟୁସେନାର ପ୍ରତୀକ୍ଷା ଏକପ୍ରକାର ଅନ୍ତ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିବେ। ପ୍ରାୟ ୭୩୬୪ କିଲୋମିଟର ଉଡ଼ାଣ ପରେ ବୁଧବାର ବିମାନଗୁଡ଼ିକ ଆସି ଭାରତର ଅମ୍ବାଲା ବିମାନଘାଟିରେ ପହଞ୍ଚିବେ।

ସ୍କଚ୍ ହୁଇସ୍କି ଦିବସ

ପ୍ରତିବର୍ଷ ଜୁଲାଇ ୨୭ ତାରିଖରେ ‘ସ୍କଚ୍ ହୁଇସ୍କି ଦିବସ’ ପାଳନ କରାଯାଏ । ସ୍କଚ୍ ହୁଇସ୍କିର ଜନ୍ମ ସ୍କଟ୍ଲାଣ୍ଡରେ ହୋଇଥିଲା । ଏହା ପ୍ରଥମେ ଘରୋଇ ଭାବେ ପ୍ରସ୍ତୁତ କରାଯାଉଥିଲା । ପ୍ରଥମ ବ୍ୟବସାୟିକ ଉତ୍ପାଦନ ୧୪୯୫ରେ ଜଣେ ସନ୍ୟାସୀ ଜନ୍ କୋର୍ଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ସେ

୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି । ୨୪ ଘଂଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ୭ଜଣ ମୃତକଙ୍କ ମଧ୍ୟରୁ

୩,୩୩୮ କରୋନା ରୋଗୀଙ୍କ ପତା ମିଳୁନି

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ୩,୩୩୮ ଜଣ ଲୋକ ଏହି ସଂକ୍ରମଣ ପାଇଁ ପଜିଟିଭ ପରୀକ୍ଷା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କ ପତା

କରୋନାରେ ଆଉ ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ ୧୩୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଥିବାା ବେଳେ, ଖୋର୍ଦ୍ଧାରୁ ୨, ଗଜପତି ଓ

ଲକଡାଉନ ଓ ଓଡ଼ିଶା

କରୋନା ଯେଉଁ ସ୍ପର୍ଶକାତର ପରିସ୍ଥିତି ସୃଷ୍ଟି କରିଛି ତାହା ନକହିବା ଭଲ । ଭାରତବର୍ଷ ଏକ ବିରାଟ ଭୂଖଣ୍ଡ । ଚାଇନା ପରେ ଭାରତ ହେଉଛି ଦ୍ୱିତୀୟ ବିଶାଳ ରାଷ୍ଟ୍ର ଯେଉଁଠାରେ ୧୨୦ କୋଟିରୁ ଅଧିକ ଲୋକ ବସବାସ କରନ୍ତି । ଏଠାରେ ସହର, ଗ୍ରାମାଂଚଳ, ବସ୍ତି ଏବଂ ପାହାଡିଆ ଅଂଚଳ ଆଦି ରହିଥିବାରୁ

ଦୁଧିଆଣୀ ରେଂଜ ଅଂଚଳରେ ହାତୀ ଉପଦ୍ରବରେ ଲୋକେ ଆତଙ୍କିତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କରଞ୍ଜିଆ ବନଖଣ୍ଡ ଅଂଚଳରେ ଦିନ କୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛିା ବନ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ହାତୀ ମାନଙ୍କୁ ଘଉଡାଇବା ପାଇଁ ଯେତେ ଉଦ୍ୟମ କଲେ ମଧ୍ୟ ହାତୀମାନେ ଅଂଚଳ ଛାଡିବାକୁ ନାଁ ନେଉନାହାନ୍ତି । ଏଇ କିଛିଦିନ ହେବ ପ୍ରଥମେ ୧୭

ସର୍ବସାଧାରଣଙ୍କୁ ଅଫିସ ପ୍ରବେଶରେ କଟକଣା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ଅଫିସ ଗୁଡିକ ଭିତରକୁ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆଜି ଏହି ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରିଛନ୍ତି । ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ

ଅନୁଗୋଳରୁ ୫ ପଜିଟିଭ

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ଆଜି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଚିହ୍ନଟ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣେ ତାଳଚେର ପୌରାଞ୍ଚଳରେ ଜଣେ ୨୯ ବର୍ଷିୟ ମହିଳା ଓ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପଜିଟିଭ ବାହାରିଛି । ସେହିପରି

ବୈତରଣୀ ଜଳ ଓ ବିରଜାଙ୍କ ଶକ୍ତି ପୀଠରୁ ମାଟିି ରାମ ମନ୍ଦିର ଭୂମି ପୂଜନ ପାଇଁ ପଠାଗଲା

ଯାଜପୁର: ଆସନ୍ତା ଅଗଷ୍ଟ ମାସ ୫ ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଭୂମି ପୂଜନ ନିମନ୍ତେ ସାଧୁ ସନ୍ଥଙ୍କ ପରାମର୍ଶ କ୍ରମେ ସାରା ଭାରତ ବର୍ଷର ବିଭିନ୍ନ ଶକ୍ତି କ୍ଷେତ୍ର, ଧର୍ମ ପୀଠ ଓ ତୀର୍ଥ ସ୍ଥାନ ମାନଙ୍କରୁ ଜଳ ଓ ମାଟି ଯାଉଥିବା ବେଳେ ଶନିବାର ଦିନ ଯାଜପୁର ବିଶ୍ୱହିନ୍ଦୁ ପରିଷଦ