ଓଏଏସ ଅନିଶା ଦାସଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ମହଙ୍ଗା ପଡିଲା ବାଲି ମାଫିଆଙ୍କ ସହ ବେତନଟି ତହସିଲଦାର ଅନିଶା ଦାସଙ୍କ ଡ଼ିଲ | ଓଏଏସ ଅନିଶା ଦାସଙ୍କୁ ପ୍ରଥମେ କଳାହାଣ୍ଡିକୁ ବଦଳି ପରେ ଆଜି ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର | ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି | ମୋରମ!-->…