ଜୁଆ ଆଡ୍ଡାରେ ଚଢାଉ: ୭ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଜୁଆ ଆଡ୍ଡାରେ ଚଢାଉ କରିବା ସମୟରେ ପୋଲିସ କର୍ମଚାରୀ ମାନେ ଆକ୍ରମଣର ଶିକାର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଭଣ୍ଡିସାହିରେ । ବିଶ୍ୱସ୍ତ ସୂତ୍ରରୁ ଜୁଆ ଖେଳ ବିଷୟରେ ପୋଲିସକୁ ଖବର ମିଳିଥିଲା । ପୋଲିସ ଘଟଣା ସ୍ଥଳରେ!-->…