ବୀଣାପାଣି ମହାନ୍ତିଙ୍କୁ ଦିଆଯିବ ଅତିବଡୀ ପୁରଷ୍କାର

ଭୁବନେଶ୍ୱର: ଓଡିଶା ସାହିତ୍ୟ ଏକାଡେମୀ ଇତିହାସରେ ଆଜି ଦିନଟି ସ୍ୱନକ୍ଷେତ୍ର ଦିବସ । ଏହି ଦିବସ ଅବସରରେ ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ସର୍ବୋଚ୍ଚ ସମ୍ମାନ ଅତିବଡୀ ଜଗନ୍ନାଥ ପୁରଷ୍କାର ପ୍ରଦାନ କରାଯିବ । କରୋନା କଟକଣା ହେତୁ ୪ ଜଣ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଭୋପାଳ: ଦେଶରେ ପ୍ରଥମ କରି ଜଣେ ମୁଖ୍ୟମନ୍ତ୍ରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସେ ହେଉଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ଅନେକ

ବସ୍ତି ଅପେକ୍ଷା ସହରରେ ଅଧିକ କରୋନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାସ କରୁଥିବା ବସ୍ତି ବାସିନ୍ଦାଙ୍କ ଅପେକ୍ଷା କରୋନା ସଂକ୍ରମିତ ବ୍ୟକ୍ତି ସହରାଂଚଳରେ ଅଧିକ ଅଛନ୍ତି । ଦିଲ୍ଲୀରେ କରାଯାଉଥିବା ସିରୋ ସର୍ଭେରୁ ଏହି ତଥ୍ୟର ଖୁଲାସା ହୋଇଛି । ଏହି ତଥ୍ୟ ଅନୁସାରେ ସହରାଚଂଳରେ କରୋନା ସଂକ୍ରମଣ ଅଧିକ ଥିବାବେଳେ ବସ୍ତି,ଅବୈାଧ

ଉତରପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଉତରପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟପ୍ରତାପ ସିଂ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସିଂଙ୍କୁ ଜ୍ୱର ହେବା ପରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ । ରିପୋଟର୍ରୁ କରୋନା ଲକ୍ଷଣ ଥିବା କଥା ଜଣାଯାଇଛି । ତାଙ୍କ ପରିବାରର ବାକି ସଦସ୍ୟ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା

ଭାରତରେ ତିଆରି ହେବ IPhone-11 ସ୍ମାର୍ଟଫୋନ୍

ନୂଆଦିଲ୍ଲୀ : ପ୍ରିମିୟମ୍ ସ୍ମାର୍ଟଫୋନ୍ କମ୍ପାନୀ ଆପଲ ଭାରତରେ iPhone 11 ମଡେଲ୍ ମ୍ୟାନୁଫେକ୍ଟରିଂ ଆରମ୍ଭ କରିଦେଇଛି । ଚେନ୍ନାଇ ସ୍ଥିତ Foxconn ପ୍ଲାଂଟରେ ଏହି ମଡେଲ୍ ତିଆରି ଚାଲିଛି । କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ତେବେ ଭାରତରେ

ପାରାଦୀପକୁ ଗଡିଲା ଟ୍ରାଏଲ୍ ଟ୍ରେନ୍

କେନ୍ଦ୍ରାପଡା: ହରିଦାସପୁରୁ ପାରାଦ୍ୱୀପକୁ ୮ବଗି ବିଶିଷ୍ଟ ଟ୍ରାଏଲ ରେଳ ଗଡିଛି । ଏକ ସ୍ୱତନ୍ତ୍ର ଟ୍ରେନରେ ରେଳ ବିଭାଗର ଅଧିକାରୀମାନେ ପହଂଚି ବିଭିନ୍ନ ସ୍ଥାନରେ ବୁଲି ସ୍ଥିତି ଯାଂଚ କରିଥିଲେ । ମାଇକ୍ ଯୋଗେ ପ୍ରଚାର କରାଯାଇ ସମ୍ପୃକ୍ତ ଅଂଚଳରେ ଗାଇ ଗୋରୁ ନ ଛାଡିବା ପାଇଁ ମଧ୍ୟ ସ୍ଥାନୀୟ

୭୩ ବର୍ଷ ପରେ ପହଁଚିଲା ବିଜୁଳି

ଅକୋଲା: ସ୍ୱାଧୀନତାର ୭୩ ବର୍ଷ ପରେ ପ୍ରଥମ ଥର ପାଇଁ ବିଜୁଳି ପହଁଚିବା ପରେ ଲୋକେମାନେ ଖୁସି ମନାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଅକୋଲା ଜିଲ୍ଲାର ଆଦିବାସୀ ଗାଁ ନଭି ତଲାଇରେ । ନଭି ତଲାଇର ଲୋକମାନେ ପୂର୍ବରୁ ଅମରାବତୀ ଜିଲ୍ଲାର ମେଲଘାଟ ବାଘ ପରିଯୋଜନାର ମୁଖ୍ୟ

କରୋନା ନେଲା ୧୦ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ମୃତ୍ୟୁ ହାର ମଧ୍ୟ ବଢିଚାଲିଛି । ଫୁଣି ଥରେ କରୋନାରେ ୧୦ ଜଣଙ୍କ ଜୀବନ ଯାଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦ରେ ପହଁଚିଛି । ମୃତକଙ୍କ ମଧ୍ୟରେ ୯ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି ବୋଲି ରାଜ୍ୟ

ଚକ୍ରଦୋଳି ଦିବସ

ଆଜି ଚକ୍ରଦୋଳି ଦିବସ । ୨୦୧୪ରୁ ଏହି ଦିବସ ପାଳନ କରାଯାଉଛି । ବହୁ ପ୍ରାଚୀନ କାଳରୁ ଏହା ଆବାଳ ବୃଦ୍ଧବନିତାଙ୍କ ମନୋରଂଜନ କରିଆସିଲାଣି । ୫୦୦ ଏଡିରେ ବାଇଜାନଟାଇନ୍ ସାମ୍ରାଜ୍ୟରେ ଏହାର ଉତ୍ପତି ହୋଇଥିଲା । ୧୮୭୧ରେ ଆଇଓୱା ଅନ୍ତର୍ଗତ ଡାଭେନପୋର୍ଟର ମାର୍କିନ୍ ଉଭାବକ ୱାଲିଅମ୍ ସ୍ନାଇଡର୍,

ଶ୍ରୀନଗରରେ ଏନକାଉଣ୍ଟର; ୨ ଆତଙ୍କୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶ୍ରୀନଗରର ପାରିମ୍ପୋରାରେ