ବାବା ଆର୍ତତ୍ରାଣଙ୍କ ନାଁରେ ଥାନାରେ ଏତଲା
ଚନ୍ଦ୍ରଶେଖରପୁର: ମହାମାରୀ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିଦେବି ବୋଲି ଦାବି କରୁଥିବା ତଥାକଥିତ ବାବା ଆର୍ତତ୍ରାଣଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଲୋକଙ୍କୁ ଅନ୍ଧବିଶ୍ୱାସର ବଶବର୍ତୀ କରିବାକୁ ବାବାଙ୍କ ଅପଚେଷ୍ଟା ବିରୋଧରେ ଏହି ଅଭିଯୋଗ ହୋଇଛି ।!-->…