ଅମାନିଆଙ୍କ ଠାରୁ ଆଦାୟ ହେଲାଣି ଲକ୍ଷାଧିକ ଟଙ୍କା
ବୋଲଗଡ : କରୋନା ମହାମାରୀ ପାଇଁ ସରକାର ବହୁ କଟକଣା ଜାରୀ କରିଥିବାବେଳେ ସମସ୍ତେ ଘରୁ ପଦାକୁ ବାହରିଲେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ତଥାପି ଜନସାଧାରଣ ତଥା ବହୁ ଅମାନିଆ ବ୍ୟକ୍ତି ମାସ୍କ ନପିନ୍ଧି ଯାତାୟତ କରୁଥିବାରୁ ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବୋଲଗଡ ଥାନା ପୁଲିସ!-->…