୩୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏକ ମାସ ଭିତରେ ଦୈନିକ ସଂକ୍ରମଣ ୧୫ ହଜାରରୁ ୫୦ ହଜାର ନିକଟତର ହୋଇଛି। ଅର୍ଥାତ ଗତ ଜୁନ ୨୪ରେ ୧୫ ହଜାର ୯୬୯ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଅର୍ଥାତ ଜୁଲାଇ ୨୪ ସୁଦ୍ଧା ଗତ ୨୪!-->…