୧୧ ପୁଲିସ କର୍ମଚାରୀଙ୍କୁ କରୋନା

ଖୋର୍ଦ୍ଧା : ୧୧ ଜଣ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବାଣପୁର, ବାଲୁଗାଁର ବିଭିନ୍ନ ଥାନା ଓ ଫାଣ୍ଡିର ୧୧ ପୁଲିସ କରୋନା​‌ରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଥାନା ଓ ଫାଣ୍ଡିର ଅନ୍ୟ କର୍ମଚାରୀମାନଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ଏନେଇ…

କରୋନା ନେଲା ୬ ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ଆଉ ୬ ଜଣଙ୍କ ମୃତୁ୍ୟ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩, ଭଦ୍ରକ, ଗଜପତି ଓ ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି । ଏମାନଙ୍କ ବୟସ ଯଥାକ୍ରମେ ୪୪,୭୧, ୫୩,…

ଧୂମକେତୁ ଆତଙ୍କ

ଧୂମକେତୁ ଲାଗି ସର୍ତକ ହୁଅନ୍ତୁ ସବୁ ଦେଶ । ଯେକୌଣସି ସମୟରେ ପୃଥିବୀରେ ମାଡ ହୋଇପାରେ ଧୂମକେତୁ । ଏଗୁଡିକର ସଂଖ୍ୟା ୧ ହୋଇାପାରେ ବା ଅନେକ । ଏ ପ୍ରକାରର ସତର୍କତା ଜାରି କରିଛନ୍ତି ମହାକାଶ ବିଜ୍ଞାନି । ତେବେ ପ୍ରତିବର୍ଷ ଜୁନ୍ ୩୦ରେ ପାଳନ କରାଯାଏ ବିଶ୍ୱ ଧୂମକେତୁ ଦିବସ । ୧୯୦୮…

ଫାବିପିରାଭିୟର ଔଷଧ ପାଇଁ ସିପ୍ଳା ପ୍ରସ୍ତୁତ

ନୂଆଦିଲ୍ଲୀ: କୋଭିଡ -୧୯ ପାଇଁ ସିପ୍ଳା ଔଷଧ କମ୍ପାନି ଫାବିପିରାଭିୟର ଔଷଧ ଲଂଚ କରିବାକୁୁ ପ୍ରସ୍ତୁତ ହୋଇଛି ବୋଲି କାଉନସିଲ ଅଫ୍ ସାଇଂଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ କହିଛି । ସିଏସଆଇଆର ଏହି ଔଷଧକୁ ବିକଶିତ କରିବା ପାଇଁ ଶସ୍ତାରେ ଶସ୍ତାରେ ଉପଲବ୍ଧ କରିଛି । ଏହା ଆକ୍ଟଭି…

କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର- ଲୋକସଭା ଭବନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଛନ୍ତି । ଯଦି କୌଣସି ସରକାରୀ କାର୍ଯ୍ୟଳୟରୁ କରୋନା ପଜେଟିଭ ଚିହ୍ନଟ ହୁଅନ୍ତି…

ପଞ୍ଜୁରୀ ଭିତରୁ ସାଢେ ୩ ଫୁଟ ଲମ୍ବର ନାଗ ସାପ ଉଦ୍ଧାର

ବାଙ୍କୀ : କଟକ ବାଙ୍କୀର ରଗଡି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଏକ ନାଗ ସାପ ଉଦ୍ଧାର ହୋଇଥିବା ଶୁକ୍ରବାର ଜଣାପଡ଼ିଛି।ତାଙ୍କ ନାମ ସତ୍ୟରଞ୍ଜନ ମହାପାତ୍ର। ଗତକାଲି ବିଳମ୍ବିତ ରାତିରେ ସତ୍ୟରଞ୍ଜନଙ୍କ ପୋଷା ଚଢେଇ ମାନଙ୍କ ବିକଳ ଶବ୍ଦ ଶୁଣି ପଞ୍ଜୁରୀ ଭିତରେ ଏକ ନାଗ ସାପ ଦେଖିବାକୁ ପାଇଲେ ।…

ପୁଣିଥରେ ଭାରତ-ନେପାଳ ସୀମା ବିବାଦ

ନେପାଳ : ଭାରତ-ନେପାଳ ବିବାଦୀୟ ସୀମା ନିକଟରେ ଭାରତୀୟ ଅଧିକାରୀମାନେ(ଇଣ୍ଡିଆନ ଆର୍ମି ଅଫିସର) ନେପାଳ ଅଧିକାରୀଙ୍କ ସହ ଆଲୋଚନା ପାଇଁ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ନେପାଳର ନାଗରିକମାନେ ସେଠାରେ ଅଧିକ ମାତ୍ରାରେ ଏକତ୍ରିତ ହୋଇ…

ମହାରାଷ୍ଟ୍ର ଓ ଜମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା

ମୁମ୍ବଇ : ଦେଶରେ ୨ଟି ସ୍ଥାନରେ ପୃଥକ ପୃଥକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଲୋକେ ଆତଙ୍କିତ ଅବସ୍ଥାରରେ ରହିଛନ୍ତି। ମହାରାଷ୍ଟ୍ର ପାଲଘରରେ ରାତି ୧୨ଟା ୨୬ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଚର ସ୍କେଲରେ ଏହାର ତୀବ୍ରତା ୩.୧ ରହିଥିଲା। ସେହିଭଳି ଶୁକ୍ରବାର ସକାଳ ୫ଟା ୧୧ରେ…

୩୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏକ ମାସ ଭିତରେ ଦୈନିକ ସଂକ୍ରମଣ ୧୫ ହଜାରରୁ ୫୦ ହଜାର ନିକଟତର ହୋଇଛି। ଅର୍ଥାତ ଗତ ଜୁନ ୨୪ରେ ୧୫ ହଜାର ୯୬୯ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଅର୍ଥାତ ଜୁଲାଇ ୨୪ ସୁଦ୍ଧା ଗତ ୨୪…

ଟକିଲା ଦିବସ

ପ୍ରତିବର୍ଷ ଜୁଲାଇ ୨୪ ତାରିଖରେ ଟକିଲା ଦିବସ ଭାବେ ପାଳନ କରାଯାଏ । ନିଶାଯୁକ୍ତ ପାନୀୟ ଟକିଲା ସାରା ବିଶ୍ୱରେ ଲୋକପ୍ରିୟ । କେବଳ ମେକ୍ସିକୋର ଟକିଲା ସହର ଆଖପାଖରେ ଦେଖାଯାଉଥିବା ଏକ ପ୍ରକାରର ଘିଁକୁଆରି ଗଛ (ବ୍ଲୁ ଆଗାଭେ) ରୁ ଏହି ପାନୀୟ ପ୍ରସ୍ତୁତ କରାଯାଏ । ଏହି ଗଛ ଥରେ ଲଗାଇଲେ…