ପ୍ରଥମରୁ +୨ ପର୍ଯ୍ୟନ୍ତ କମିବ ପାଠ୍ୟକ୍ରମ
ଭୁବନେଶ୍ୱର: ପ୍ରଥମଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ (ସିଲାବସ୍) ଚଳିତ ଶିକ୍ଷାବର୍ଷରେ କମିବ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ!-->…