ଭୁବନେଶ୍ବରରୁ ୧୨୬କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୮୧

ଭୁବନେଶ୍ବର: ଭୁବନେଶ୍ବର ସହରରେ ଆଉ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୬ରୁ ୯୩ କ୍ବାରେଣ୍ଟାଇନ୍ ଏବଂ ୩୩ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି। ମଞ୍ଚେଶ୍ବର ଏକ ଅଟାକଳର ଆଉ ୩୫ ଆକ୍ରାନ୍ତ ଚିହ୍ନଟ ବୋଲି ଜଣାପଡ଼ିଛି। ଚନ୍ଦ୍ରଶେଖରପୁରରୁ ୯, ୟୁନିଟ ୨ ଅଞ୍ଚଳରୁ ୭, ରସୁଲଗଡ଼ରୁ ୪, ଏକ…

ଉଦ୍ଧମପୁର ଦୁର୍ଘଟଣା: ପାଣିରେ ଭାସୁଛି କାର

ଜମ୍ମୁ- ମୃତଦେହ ମିଳିବାର ୨୪ ଘଂଟା ପରେ ମିଳିଲା ଦୁର୍ଘଟଣାଗ୍ରସ୍ତ କାର । କାରଟି ପାଣିରେ ଭାସୁଥିବାର ଦେଖିବାକୁ ମିଳିଛି । କାରରେ ଥିବା ଅନ୍ୟ ୪ ଜଣ ଏବେ ବି ନିଖୋଜ ଅଛନ୍ତି । ସୂଚନା ଅନୁସାରେ ସୋମବାର ଦିନ ମୋହନଲାଲ ନାମକ ଜଣେ ବ୍ୟକ୍ତି ପରିବାର ସହିତ ସେହି ଗାଡିରେ ଚିନୈନିକୁ…

ମୁଖ୍ୟ ଚିକିତ୍ସାଳୟରେ କରୋନା ପରୀକ୍ଷଣ କେନ୍ଦ୍ର

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଠାରୁ କରୋନା ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ ହୋଇଚ୍ଥି । ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ପରୀକ୍ଷା କେନ୍ଦ୍ରର ଶୁଭାରମ୍ଭ କରିବା ସହ ଏହି ପରୀକ୍ଷଣ କେନ୍ଦ୍ର ଦ୍ୱାରା ବର୍ତମାନ ପ୍ରତ୍ୟେକ ଦିନ ୨୪ ଜଣ ଲକ୍ଷଣ ଥିବା ଲୋକଙ୍କର କରୋନା…

ସ୍ୱଳ୍ପ ବୃଷ୍ଟିପାତ : ଚାଷ ପ୍ରଭାବିତ

ଚମ୍ପୁଆ- ଚମ୍ପୁଆ କୃଷି ଜିଲାରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟ ବ୍ୟାଘାତ ଘଟିଥିବା ଦେଖିବାକୁ ମିଳିଛି । ଚମ୍ପୁଆ, ଯୋଡା ଓ ଝୁମ୍ପୁରାକୁ ନେଇ ଗଠିତ ଏହି କୃଷି ଜିଲାରେ ଚଳିତ ବର୍ଷ ରହିଥିବା ଲକ୍ଷ୍ୟ ଅନୁଯାୟୀ ମାତ୍ର ୪୪ ଭାଗ ଚାଷ ହୋଇଥିବା ଜଣାଯାଇଛି । ବୃଷ୍ଟିପାତର…

୫ଦିନିଆ ବରଗଡ ସଟଡାଉନ

ବରଗଡ- ବରଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ ବରଗଡ ଜିଲ୍ଲା ପ୍ରଶାସନ ୫ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ଜୁଲାଇ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ସଟଡାଉନ ବଳବତର ରହିବ । ଦୁଇଟି ପର୍ଯ୍ୟୟରେ ସଟଡାଉନ କରାଯିବ । ପ୍ରଥମ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆଜି ବୃଦ୍ଧଙ୍କ ମୃତ୍ୟୁ

ବିଦବିଞ୍ଝାରପୁର : ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ପଂଚାୟତ ପାଟଣା ଅଂଚଳର ଜଣେ ୭୦ ବର୍ଷିୟ ବୃଦ୍ଧ ଆଜି ଭୋର ସମୟରେ ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ଖବର ଅନୁଯାଇ ବୃଦ୍ଧ ଜଣଙ୍କ ଫୁଲ ତୋଳିବାକୁ ଜରୀ ପଂଚାୟତ ନାଉବାଙ୍କ ମଠ ନିକଟକୁ…

୮ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ

ଭୁବନେଶ୍ୱର: କରୋନା ମହାମାରୀ ସଂକଟ ସମୟରେ ପୂରା ବିଶ୍ୱ ଯୁଝି ହେଉଥିବାବେଳେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରୁ ନିୟମିତ ଭାବେ ଗୋରୁ ଚାଲଣ ହେଉଛି । ପୂର୍ବରୁ କେନ୍ଦ୍ରସରକାର ଗୋରୁ ଚାଲଣ ଉପରେ ପ୍ରତିବନ୍ଧକ ଲଗାଇଥିଲେବି ଲୋକଙ୍କ ଏଥିପ୍ରତି ଭୟ ନାର୍ହି । ଖନ୍ତାପଡା ଥାନା ଅନ୍ତର୍ଗତ ଗୋପାଳପୁର…

ପୋଲିସ କର୍ମୀଙ୍କ ମୃତ୍ୟୁ

ଶ୍ରୀନଗର: ଜାମ୍ମୁ କଶ୍ମୀରର କୁଲଗାମରେ ଅଜଣା ଆତଙ୍କବାଦୀ ଗୁଳିରେ ଜଣେ ପୋଲିସ କର୍ମୀଙ୍କୁ ମୃତ୍ୟୁ ହୋଇଛି । ପୋଲିସ କର୍ମୀ ଜଣଙ୍କ ମୀର ବଜାର ଅଂଚଳର ଫୁରା ବାସିନ୍ଦା ଏବଂ ଗୁଲାମ ହାସନଙ୍କ ପୁଅ ଅବଦୁଲ ରସିଦ ଡର । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଅବଦୁଲଙ୍କୁ ଗୁରୁତର ଅବସ୍ଥାରେ…

ଆମ୍ବୁଲାନ୍ସରେ ନିଆଁ ଲଗାଇଲେ ଉତେଜିତ ସଂପର୍କୀୟ

ବେଲଗାଭୀ: କର୍ଣ୍ଣାଟକରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହେବାପରେ ସଂର୍ପକୀୟମାନେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗାଭୀ ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସାସେସ୍ ଆଣ୍ଡ ହସ୍ପିଟାଲରେ । ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ…

ଛାତ୍ରଛାତ୍ରୀଙ୍କ ଠାରୁ ଫି ନିଅନ୍ତୁ ନାହିଁ

ଅହମଦାବାଦ: କରୋନା ମହାମାରୀ କାରଣରୁ ପିଲାଙ୍କ ପାଠପଢା ଅନଲାଇନ ମାଧ୍ୟମରେ ହେଉଛି । ଯେଉଁଥିପାଇଁ ସେମାନଙ୍କୁ ଫିସ୍ ଦେବାକୁ ମଧ୍ୟ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ସରକାର ସ୍କୁଲମାନଙ୍କୁ ଆଦେଶ ଦେଇଛନ୍ତି ଯେ, କରୋନା ପାଇଁ ଯେତେଦିନ ଯାଏ ଶିକ୍ଷାନୁଷ୍ଟାନ ବନ୍ଦ ରହିଛି, ସେତେଦିନ…