ଧୋକା ଦଉଛି ଚୀନ
ନୂଆଦିଲ୍ଲୀ- ଏଲଏସିରୁ ହଟୁନି ଚୀନ । ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ପ୍ରକାଶ ସ୍ୱତେ ପୂର୍ବ ଲଦାଖର କିଛି ଅଂଚଳରେ ଏବେ ବି ଚୀନ ତାର ସେନା ମୁତୟନ କରିଛି ବୋଲି ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଚୀନ ଫିଙ୍ଗର-୫ରେ ଏକ ଅବଜର୍ଭେସନ ପୋଷ୍ଟ କରିବା ଯୋଜାନ କରୁଛି!-->…