ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ସମାଜସେବୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟ ରହସ୍ୟ ନୂଆ ମୋଡ ନେବାରେ ଲାଗିଛି । ଆଦିତ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ…

ଆସାମ ତୈଳକୂପରେ ଭୟଙ୍କର ବିସ୍ପୋରଣ

ଆସାମ- ଆସାମ ତିନିସୁକିଆ ଜିଲ୍ଲା ସ୍ଥିତ ବାଗଜାନ ତୈଳକୂପ ସ୍ଥିତି ଦିନକୁ ଦିନ ଭୟଙ୍କର ଆକାର ଧାରଣ କରୁଛି । ଏହି ନିଆଁକୁ ଲିଭାଇବାକୁ ବିଦେଶରୁ ଆସୁଥିବା ବିଶେଷଜ୍ଞ ମଧ୍ୟ ବିଫଳ ହେଲେଣି । ବୁଧବାର ଏହି ତୈଳକୂପରେ ହଠାତ ଏକ ବିସ୍ପୋରଣ ହେବାରୁ ସେଠାରେ କାର୍ଯ୍ୟରତ ୩ ବିଦେଶୀ ବିଶେଷଜ୍ଞ…

ଚଳିତ ବର୍ଷ କମିବ ସ୍କୁଲ୍ ସିଲାବସ୍

ଭୁବନେଶ୍ୱର : ଚଳିତ ବର୍ଷ ସ୍କୁଲ୍ ସିଲାବସ୍ କମିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । କରୋନା ଯୋଗୁ ପିଲାମାନେ ସ୍କୁଲ କଲେଜ ଯାଇନପାରି ଘରେ ଅନ୍ଲାଇନ୍ କ୍ଲାସ୍ କରୁଛନ୍ତି । ଏପରି ପରିସ୍ଥିତିରେ ପଲାମାନେ ଘରେ ରହି…

ମଂଚେଶ୍ୱର ଅଟାକଳ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ୨୬ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ମଂଚେଶ୍ୱର ଅଟକାଳ କର୍ମଚାରୀ ସୁପରସ୍ପେ୍ରଡର । ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୬ ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡିଛି । ଯାହାକି ପ୍ରଶାସନକୁ ଚିନ୍ତାରେ ପକାଇଛି ।…

ପୁଣି ଓଡିଶାକୁ ବିପଦ

ଭୁବନେଶ୍ୱର: କରୋନା ମହାମାରୀ ସଂକଟ ବେଳେ ଓଡିଶାକୁ ଆଉ ଏକ ବିପଦ ଆସୁଛି । ଚଳିତବର୍ଷ ରାଜ୍ୟରେ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ୧୦ଟି ଜିଲ୍ଲାରେ କମ୍ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ଅତି କମ୍ ବର୍ଷା ହୋଇଛି । ଏହି କାରଣରୁ ଏହି ୧୧ଟି ଜିଲ୍ଲାରେ ମରୁଡି…

ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର : ଫୁଲ ତୋଳୁ ତୋଳୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ସିଂହପୁର ଗ୍ରାମରେ । ସୂଚନା ଆଧାରରେ ବୃଦ୍ଧ ଜଣଙ୍କ ସକାଳେ ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ…

ସାର ଦୁର୍ନିତି ଅଭିଯୋଗରେ ଅଗ୍ରସେନ ଗେହଲଟଙ୍କ ବିରୋଧରେ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ଅର୍ଥ ହଡପ ମାମଲା ରୁଜୁ

ଜୟପୁର- ସାର ଦୁର୍ନିତି ଅଭିଯୋଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବଡଭାଇ ଅଗ୍ରସେନ ଗେହଲଟଙ୍କ ବିରୋଧରେ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ଅର୍ଥ ହଡପ ମାମଲା ବୁଧବାର ରୁଜୁ କରାଯାଇଛି । ଅଶୋକ ଗେହଳଟଙ୍କ ୪ ରାଜ୍ୟ ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ଥିବା…

ବର୍ଷକ ଭିତରେ ସୁନା ଦର ୨୫% ବୃଦ୍ଧି

ନୂଆଦିଲ୍ଲୀ: ଏକ ବର୍ଷ ମଧ୍ୟରେ ସୁନା ଦର ୨୫ ପ୍ରତିଶତ ବୃଦ୍ଧି ହୋଇଛି । ମହାମାରୀ କରୋନା ଭାଇରସ୍ ସୁନା ଦରକୁ ଅଧିକ ପ୍ରଭାବିତ କରିଛି । ଯେଉଁଥିପାଇଁ ପ୍ରତିଦିନ ସୁନାଦର ବୃଦ୍ଧି ହେବାରେ ଲାଗିଛି । ସୁନା ଦର ୧୦ ଗ୍ରାମ ପିଛା ତୀବ୍ର ଗତିରେ ବଢି ୪୯ ହଜାର ୫୦୦ ଟଙ୍କାରେ ପହଁଚିଛି । କେବଳ…

୩୫ ବର୍ଷ ପରେ ରାୟ ପ୍ରକାଶ; ରାଜା ମାନ ସିଂହ ହତ୍ୟା ମାମଲାରେ ୧୧ପୁଲିସ ଦୋଷୀ

ମଥୁରା : ରାଜସ୍ଥାନର ଭରତପୁର ରାଜା ମାନ୍‌ ସିଂହଙ୍କ ହତ୍ୟା ଘଟଣାର ଦୀର୍ଘ ୩୫ ବର୍ଷ ପରେ ୧୧ ପୁଲିସ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଉତ୍ତରପ୍ରଦେଶର ମଥୁରାସ୍ଥିତ ଅଦାଲତ ବୁଧବାର ସେମାନଙ୍କ ଦଣ୍ଡ ଘୋଷଣା କରିବେ। ୧୯୮୫ ଫେବୃଆରୀ ୨୧ରେ ଘଟିଥିବା ଏହି ଲୋମହର୍ଷକ ହତ୍ୟାକାଣ୍ଡ…