ଆଣ୍ଟି-ଟ୍ୟାଙ୍କ୍ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ ପରୀକ୍ଷଣ ସଫଳ
ନୂଆଦିଲ୍ଲୀ: ହେଲିକପ୍ଟରରୁ ଲଞ୍ଚ୍ କରାଯାଇପାରୁଥିବା ‘ନାଗ’ କ୍ଷେପଣାସ୍ତ୍ର(ହେଲିନା)ର ପରୀକ୍ଷଣ ସଫଳ ହୋଇଛି। ଏହାକୁ ଏବେ ‘ଧ୍ରୁବାସ୍ତ୍ର’ ଆଣ୍ଟି ଟ୍ୟାଙ୍କ୍ କ୍ଷେପଣାସ୍ତ୍ର ନାମରେ ନାମିତ କରାଯାଇଛି। ଓଡ଼ିଶାର ବାଲେଶ୍ଵର ଜିଲାରେ ଅବସ୍ଥିତ ଆଇଟିଆରରେ ଗତ ୧୫ ଓ ୧୬ ତାରିଖରେ ଏହାର ପରୀକ୍ଷଣ!-->…