ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଲେ ଓଡିଶାର ୪ ସଦସ୍ୟ
ଭୁବନେଶ୍ୱର- ଓଡିଶାର ୪ ସଦସ୍ୟ ରାଜ୍ୟସଭାର ନୂଆ ସାଂସଦ ଭାବେ ଶପଥ ନେଇଛନ୍ତି । ମୁନାଖାଁ, ମମତା ମହାନ୍ତ, ସୁବାଷ ସିଂ ଓ ସୁଜିତ୍ କୁମାରଙ୍କ ବ୍ୟତିତ ଅନ୍ୟ ୩୯ ସାଂସଦ ଶପଥ ପାଠ କରିଛନ୍ତି । କରୋନା ଭୟାବହତାକୁ ନେଇ ସଂସଦ ଅଧିବେଶନ ବନ୍ଦ ଥିବାରୁ ରାଜ୍ୟ ସଭାର ଅଧ୍ୟକ ଏମ. ଭେଙ୍କେୟା!-->…