କେହି ରହିନାହିଁ ରହିବେ ନାହିଁଟି…
ଓଲିଉଡ ଜଗତର ଅନ୍ୟ ଏକ ଉଜ୍ଜଳତମ ତାରକା ଆଉ ନାହାନ୍ତି । ୭୦ ବର୍ଷ ବୟସରେ ତାଙ୍କର ସୋମବାର ରାଜଧାନୀର କେୟାର ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କର ପତ୍ନୀ ତଥା ଅଭିନେତ୍ରୀ ତନ୍ଦ୍ର ରାୟ ଏବଂ କନ୍ୟା ଜସ୍ମିନ ମୃତ୍ୟୁ ସର୍ଯ୍ୟନିକଟରେ ଉପସ୍ଥିତ ଥିଲେ । ମଧୁମୟରେ ଆକ୍ରାନ୍ତ ବିଜୟ ମହାନ୍ତିଙ୍କ!-->…
ଯୁବକଙ୍କୁ ଗୋଡାଇ ହାଣିଲେ ୨ ଦୁର୍ବୃତ
ଭୁବନେଶ୍ୱର: ରାଜଧାନୀରେ ଲକଡାଉନ ସମୟରେ ଆଜି ସ୍ୱଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ୨ ଦୁବୃର୍ତ । ଆଜି ବାପୁଜୀନଗର ଓଭରବ୍ରିଜ ନିକଟରେ ଏହି ଘଟଣା ଘଟିଛି । ୨ଜଣ ଦୁର୍ବୃତ ଫାର୍ସା ଏବଂ ଭୂଜାଲିରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି । ଯୁବକ ଜଣକ!-->…
ପାଇଲଟଙ୍କୁ ୨୪ ପର୍ଯ୍ୟନ୍ତ ଆଶ୍ୱସ୍ତି
ନୂଆଦିଲ୍ଲୀ: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ସଚିନ ପାଇଲଟ୍ ଏବଂ ତାଙ୍କ ସମର୍ଥକ ୧୮ ବିଧାୟକଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇଛନ୍ତି । ଏହି ସମୟ ମଧ୍ୟରେ ବାଚସ୍ପତି ସି.ପି ଜୋଶୀ ପାଇଲଟ୍ ଏବଂ ତାଙ୍କ!-->…
ଭୁବନେଶ୍ୱରରେ କମୁଛି ସଂକ୍ରମଣ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଲକଡାଉନ ଜାରୀ ପରେ ଏବେ ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଆଜି ଖୋର୍ଦ୍ଧା ଜିଲାରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)!-->…
କୋଭିଡ ହସପିଟାଲ ପରିଦର୍ଶନ କଲେ ଜିଲ୍ଲାପାଳ
ତାଳଚେର: ତାଳଚେର କୋଭିଡ ହସପିଟାଲକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନେଜ କୁମାର ମହାନ୍ତି ଅଚାନକ ପରିଦର୍ଶନ କରି ଏଠାରେ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନକୁ ଯାଞ୍ଚ କରିଥିଲେ । ଜିଲ୍ଲାପାଳ ନିଜେ ମଧ୍ୟ ଭୋଜନ ଖାଇ ଖାଦ୍ୟର ପ୍ରସ୍ତୁତି ଓ ଏହାର ଗୁଣବତାକୁ ପରୀକ୍ଷା କରିଥିଲେ ।!-->…
ବର୍ଷା ଅଭାବରୁ ଜଗତସିଂହପୁରରେ ୭୦ଭାଗ ଜମୀରେ ତଳିଘେରା ଶୁଖିଲା
ଜଗତସିଂପୁର: ଚଳିତ ଖରିଫ ଋତୁ ପାଇଁ ଜଗତସିଂପୁର ଜିଲ୍ଲାର ୮ଗୋଟି ବ୍ଳକର ପ୍ରାୟ ୧୦,୦୦୦ହେକ୍ଟର ଚାଷ ଉପଯୋଗୀ ଜମିରେ ତଳିଘେରା ପକାଯାଇଥିଲା । ତେବେ ଜିଲ୍ଲାର ଠିପ କିଷମ, ମଧ୍ୟମ କିଷମ ଖାଲୁଆ କିଷମ ଜମିରେ ତଳି ପକାଇ ଚାଷୀ ଏବେ ଅନାଇ ରହିଛି । ମୌସୁମି ବର୍ଷା ନିମନ୍ତେ ବେହୁଡା ବୀ ରୁଆ ରୁଇ!-->…
ପଡୋଶୀ ବି ହୋଇପାରେ “ପ୍ରବାସୀ”
କଲକତା: ମଣିଷ ତାର ବୃତି ଅନୁସାରେ ବିଭିନ୍ନ କାର୍ଯ୍ୟକୁ କରିଥାଏ, ସେଥି ପାଇଁ ଅନେକ ପ୍ରବାସୀ ହେବାକୁ ବାଧ୍ୟ ହୋଇଥାନ୍ତି । ପରବର୍ତି ପର୍ଯ୍ୟାୟରେ ଅନେକ ପ୍ରତିଷ୍ଠିତ ହେବାର ଦୃଷ୍ଟାନ୍ତ ରହିଛି । ଅନ୍ୟାନ୍ୟ ବୃତି ସହିତ ସାଂସ୍କୃତିକ ଜଗତରେ ମଧ୍ୟ ବହୁ ନୃତ୍ୟଶିଳ୍ପୀ, ସଂଗୀତଶିଳ୍ପୀ ଏବଂ!-->…
ଅନୁଗୋଳରେ ୧୨ଜଣ କରୋନା ପଜିଟିଭ
ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୨ଜଣ କରୋନ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ସର୍ବାଧିକ ୫ଜଣ, ଅନୁଗୋଳ ବୌରାଞ୍ଚଳରୁ ୩ଜଣ, ଅନୁଗୋଳ ବ୍ଲକ, କଣିହା ଶିଳ୍ପାଞ୍ଚଳ, ତାଳଚେର ବ୍ଲକ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।!-->…
ସାମ୍ୟବାଦୀ ନେତା ବଂଶୀଧର ଦାସଙ୍କ ପରଲୋକ
କଟକ: ବିଶିଷ୍ଟ ସାମ୍ୟବାଦୀ ନେତା ତଥା ସ୍ତମ୍ଭକାର ବଂଶୀଧର ଦାସ (୮୮)ଙ୍କର ପରଲୋକ ହୋଇଛି । ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ସେ ସୋମବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗରିବ ଖଟିଖିଆ ଓ କୃଷକଙ୍କ ପାଇଁ ସାରାଜୀବନ ସଂଗ୍ରାମରତ ଥିବା ସ୍ୱର୍ଗତ ଦାସ ସାମ୍ୟବାଦୀ ଆଦର୍ଶରେ!-->…