ବନ୍ୟା ସ୍ଥିତି ବେକାବୁ
ଗୈାହାଟୀ: କରୋନା ସଂକଟ ମଧ୍ୟରେ ଆସାମର ବନ୍ୟା ସ୍ଥିତି ବେକାବୁ ହେବାରେ ଲାଗିଛି । ବନ୍ୟାର ପ୍ରକୋପରେ ଆସାମର ଆଉ ଦୁଇଟି ଅଂଚଳ ବାଘବୋରା ଓ ମୋରିଗାଁ କ୍ଷୟକ୍ଷତି ହୋଇଛି । ରାଜ୍ୟରେ ବନ୍ୟା ଯୋଗୁଁ ଏଯାବତ ୮୯ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ,!-->…