କାନପୁର ହତ୍ୟା ଘଟଣା : ଡେପୁଟି ଏସପିଙ୍କ ସମେତ ୪ ଅଫିସର ନିଲମ୍ବିତ
କାନପୁର : କାନପୁରର ବରାରେ ଲ୍ୟାବ ଟେକ୍ନିସିଆନ ସଞ୍ଜିତ ଯାଦବଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଡେପୁଟି ଏସପି ମନୋଜ ଗୁପ୍ତାଙ୍କ ସମେତ ଚାରିଜଣ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ମାମଲାର ତଦନ୍ତ ଏଡିଜି!-->…