କରୋନା ପାଇଁ ମାଉଥ୍ ସ୍ପ୍ରେ
ନୂଆଦିଲ୍ଳୀ : କରୋନା ଭୂତାଣୁ ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ମହାମାରୀ ରୂପ ଧାରଣ କରିଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ଭାରତ ସମେତ ବିଶ୍ବର ଅନେକ ଦେଶରେ ୧୨୦ରୁ ଅଧିକ ପ୍ରକାରର ଭ୍ୟାକ୍ସିନ ବା ଟିକା ଉପରେ ଗବେଷଣା ଜାରି!-->…