ରାଜଧାନୀକୁ ପଶିବା ମନା
ଭୁବନେଶ୍ୱର: ୪ଟି ଜିଲ୍ଲାକୁ ୧୪ ଦିନ ଲକ୍ଡାଉନ୍ ଘୋଷଣା କରାଯିବା ପରେ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ଯେ ପୂର୍ବ ଅପେକ୍ଷା ଏଥର ଳକ୍ଡାଉନ୍କୁ ଟିକେ ଅଧିକ କଡ଼ାକଡ଼ି କରାଯିବ । ହସ୍ପିଟାଲ୍ ସମସ୍ୟାକୁ ଛାଡ଼ି ଦେଲେ ସହର ଭିତରକୁ କାହାକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ପୋଲିସ!-->…